ETV Bharat / sports

ରାନୀଙ୍କ ମୁଣ୍ଡରେ 'ଓ୍ବାର୍ଲ୍ଡ ଗେମ୍ସ ଆଥେଲେଟ' ମୁକୁଟ

author img

By

Published : Jan 30, 2020, 9:31 PM IST

ରାନୀ
ରାନୀ

99,477 ଭୋଟ ପାଇ 'ୱାର୍ଲ୍ଡ ଗେମ ଆଥଲେଟ ଅଫ ଦି ଇୟର-2019' ବିଜେତା ହୋଇଛନ୍ତି ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ ।

ନୂଆଦିଲ୍ଲୀ: ‘2019 ଓ୍ବାର୍ଲ୍ଡ ଗେମ୍ସ ଆଥେଲେଟ’ ବିଜେତା ହେଲେ ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ । ସେ 199,477 ଭୋଟ ପାଇ 'ୱାର୍ଲ୍ଡ ଗେମ ଆଥଲେଟ ଅଫ ଦି ଇୟର-2019' ହୋଇଛନ୍ତି । ଏହି ଆଓ୍ବାର୍ଡ ପାଇଁ 25ଜଣ ଖେଳାଳି ମନୋନୀତ ହୋଇଥିଲେ ।

2018 ବର୍ଷରେ ଅକ୍ରୋବେଟିକ ଜିମ୍ନାଷ୍ଟିକ୍ସ ଯୋଡି ମାରୀୟା-ଜର୍ଜ 159,348ରେ ଏହି ଆଓ୍ବାର୍ଡ ଭୋଟରେ ଜିତିଥିଲେ ।

ତେବେ ରାନୀ ଏହି ଆଓ୍ବାର୍ଡ ଜିତିଲାପରେ ହକି ଇଣ୍ଡିଓ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Intro:Body:

blank


Conclusion:

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.