ETV Bharat / sports

ବ୍ୟାଟିଂ ଟ୍ରାକକୁ ପସନ୍ଦ କରନ୍ତି ଓଡିଶା ଫ୍ୟାନ୍ସ

author img

By

Published : Dec 6, 2019, 5:33 PM IST

ଆସନ୍ତା 22 ତାରିଖରେ ଭାରତ ଓ ୱଷ୍ଟେଇଣ୍ଡିଜ ମଧ୍ୟରେ 3ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏନେଇ ଷ୍ଟାଡିୟମ ସଜେଇ ହେଉଛି । ତେବେ ଓଡିଶାର ଫ୍ୟାନ୍ସ ମାନେ ହାଇ ସ୍କୋରିଂ ମ୍ୟାଚ ଦେଖିବା ପାଇଁ ବେଶ ପସନ୍ଦ କରିଥାନ୍ତି ।

cricket
cricket

କଟକ: ଆସନ୍ତା 22 ତାରିଖରେ ମହାଲଢେଇ । ଯେଉଁଥିରେ ଭାରତ ଓ ୱଷ୍ଟେଇଣ୍ଡିଜ ମୁହାଁମୁହିଁ ହେବେ । ତେବେ ହାତରେ କମ ସମୟ ଥିବାରୁ ନୂଆ ଢଙ୍ଗରେ ସଜେଇ ହେଉଛି ବାରଵାଟୀ ଷ୍ଟାଡିୟମ ।

ବ୍ୟାଟିଂ ଟ୍ରାକକୁ ପସନ୍ଦ କରନ୍ତି ଓଡିଶା ଫ୍ୟାନ୍ସ

ଟିକେ କାର୍ଯ୍ୟରେ ବିଳମ୍ବ ହୋଇଥିଲେ ସୁଦ୍ଧା ସବୁ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେରେ ଶେଷ କରୁଛି ଓସିଏ । ଯାହାକୁ ନେଇ ଖୁସି ଜାହିର କରିଛନ୍ତି କ୍ରୀଡାବିତ ।

ଏହାସହିତ ଓଡିଶାର ଫ୍ୟାନ୍ସ ମାନେ ହାଇ ସ୍କୋରିଂ ମ୍ୟାଚ ଦେଖିବା ପାଇଁ ବେଶ ପସନ୍ଦ କରନ୍ତି । ଆଉ ବାରବାଟୀ ପିଚ ମଧ୍ୟ ଫ୍ଲାଟ ଓ ବ୍ୟାଟିଂ ଟ୍ରାକ ଆଧାରରେ ପ୍ରସ୍ତୁତ ହେଉଛି । ଯେଉଁଥିରେ 300 ରୁ ଉର୍ଦ୍ଧ୍ବ ରନ ହେବା ସ୍ବାଭାବିକ । ତେବେ ଏହି ଛକା ଚୌକର ମଜା ଦର୍ଶକ ଉଠାଇବେ ବୋଲି କହିଛନ୍ତି କ୍ରୀଡାବିତ ପବନ ଅଗ୍ରୱାଲ ।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

Intro:କଟକ: ଆସନ୍ତା 22 ତାରିଖ ରେ ମହଲଢ଼େଇ । ଯେଉଁଥିରେ ଭାରତ ଓ ୱେଷ୍ଟେଇଣ୍ଡିଜ ମୁହାଁମୁହିଁ ହେବେ । ତେବେ ହାତରେ କମ ସମୟ ଥିବାରୁ ନୂଆ ଢ଼ଙ୍ଗରେ ସଜେଇ ହେଉଛି ବାରଵାଟି ଷ୍ଟାଡିଅମ । ପ୍ରତି ଦିଗରେ ନୂଆ ନୂଆ ଲାଗୁଚି ଷ୍ଟାଡିଆମ । ଟିକେ କାର୍ଯ୍ୟ ରେ ବିଳମ୍ବ ହୋଇଥିଲେ ସୁଧା ସବୁ କାର୍ଯ୍ୟ ଯୁଦ୍ଧକାଳୀନ ସମୟ ମଧ୍ୟରେ ଶେଷ କରୁଛି ଓସିଏ । ଯାହାକୁ ନେଇ ଖୁସି ଜାହିର କରିଛନ୍ତି କ୍ରୀଡ଼ାବିତ ।

ଏହାସହିତ ଓଡିଶା ର ଫ୍ୟାନ୍ସ ମାନେ ହାଇ ସ୍କୋରିଂ ମ୍ୟାଚ ଦେଖିବା ପାଇଁ ବେଶ ପସନ୍ଦ କରନ୍ତି । ଆଉ ବାରବାଟୀ ପିଚ ମଧ୍ୟ ଫ୍ଲାଟ ଓ ବ୍ୟାଟିଂ ଟ୍ରାକ ଆଧାର ରେ ପ୍ରସ୍ତୁତ ହେଉଛି । ଯେଉଁଥିରେ 300 ରୁ ଉର୍ଦ୍ଧ୍ବ ରନ ହେବା ସ୍ବାଭାବିକ । ତେବେ ଏହି ଛକା ଚୌକ ର ମଜା ଦର୍ଶକ ଉଠାଇବେ ବୋଲି କହିଛନ୍ତି କ୍ରୀଡ଼ାବିତ ପବନ ଅଗ୍ରୱାଲ ।


Body:ବାଇଟ: ପବନ ଅଗ୍ରୱାଲ( କ୍ରୀଡ଼ାବିତ)


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.