ETV Bharat / sports

ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: 365ରେ ଅଲଆଉଟ୍‌ ଟିମ ଇଣ୍ଡିଆ

author img

By

Published : Mar 6, 2021, 11:43 AM IST

ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: 365ରେ ଅଲଆଉଟ୍‌ ଟିମ ଇଣ୍ଡିଆ
ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: 365ରେ ଅଲଆଉଟ୍‌ ଟିମ ଇଣ୍ଡିଆ

ଭାରତ ବନାମ ଇଂଲଣ୍ଡ ଚତୁର୍ଥ ଟେଷ୍ଟର 3ୟ ଦିନରେ 365ରନ୍‌ କରି ଭାରତ ଅଲଆଉଟ୍‌ ହୋଇଛି । ପନ୍ତଙ୍କ ଶତକୀୟ ଓ ସୁନ୍ଦରଙ୍କ ନବାଦ 96ରନ୍‌ ଇଂନିସ ବଳରେ 160ରନ୍‌ରେ ଆଗୁଆ ରହିଛି ଟିମ୍‌ ଇଣ୍ଡିଆ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଅହମଦାବାଦ: ଭାରତ ବନାମ ଇଂଲଣ୍ଡ ଚତୁର୍ଥ ଟେଷ୍ଟର 3ୟ ଦିନରେ 365ରନ୍‌ କରି ଭାରତ ଅଲଆଉଟ୍‌ ହୋଇଛି । ପନ୍ତଙ୍କ ଶତକୀୟ ଓ ସୁନ୍ଦରଙ୍କ ନବାଦ 96ରନ୍‌ ଇଂନିସ ବଳରେ 160ରନ୍‌ରେ ଆଗୁଆ ରହିଛି ଟିମ୍‌ ଇଣ୍ଡିଆ । ତେବେ ଇଂଲଣ୍ଡ ପକ୍ଷରୁ ଷ୍ଟୋକ୍ସ ସର୍ବାଧିକ 4ଟି ଓ୍ବିକେଟ ହାତେଇଛନ୍ତି ।

ସୂଚନାଥାଉକି, ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ 294/7 , 89 ରନରେ ଆଗୁଆ ରହିଥିଲା।

ଦଳ ପକ୍ଷରୁ ପନ୍ତ ସର୍ବାଧିକ 101ରନ୍‌ କରିଥିବାବେଳେ ଓ୍ବାସିଂଟନ ସୁନ୍ଦର 96ରନ୍‌ କରି ନଟ୍‌ଆଉଟ୍‌ ରହିଥିଲେ । ସେହିପରି ଅକ୍ଷର 43, ରୋହିତ ଶର୍ମା 49, ପୂଜାରା 17, ରାହାଣେ 27, ଅଶ୍ବିନ 13ରନ୍‌ କରିଛନ୍ତି । ତେବେ ଇଂଲଣ୍ଡ ପକ୍ଷରୁ ଷ୍ଟୋକ୍ସ ସର୍ବାଧିକ 4, ଜ୍ୟାକ ଲିଚ୍‌ 2, ଜେମ୍ସ 3ଟି ଓ୍ବିକେଟ ହାତେଇଛନ୍ତି ।

ଭାରତ ବନାମ ଇଂଲଣ୍ଡ ଚତୁର୍ଥ ଟେଷ୍ଟରେ 205 ରନରେ ଇଂଲଣ୍ଡର ପ୍ରଥମ ଇଂନିସ ସମାପ୍ତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.