ETV Bharat / sitara

ଏକାଠି ହୋଲି ସେଲିବ୍ରେଟ କଲେ ନିକ୍କି-ଜାନ, ଭାଇରାଲ ଭିଡିଓ

author img

By

Published : Mar 25, 2021, 6:40 PM IST

ଆସୁଛି ହୋଲି । ଯାହାକୁ ନେଇ ସମସ୍ତେ ଉତ୍ସାହିତର ସହିତ ଏହାକୁ ସେଲିବ୍ରେଟ କରିବାକୁ ନେଇ ପ୍ରସ୍ତୁତି ଚଳାଇଛନ୍ତି । ବର୍ତ୍ତମାନ ବିଗବସ ଫେମ ତଥା ଅଭିନେତ୍ରୀ ନିକ୍କି ତମ୍ବୋଲି ଏବଂ ଜାନ କୁମାର ସାନୁ ପରସ୍ପର ସହ ଏକାଠି ହୋଲି ଖେଳିଛନ୍ତି । ଅଧିକ ପଢନ୍ତୁ...
holi-2021-celebrated-by-bigg-boss-14-contestant-nikki-tamboli-and-jaan-kumar-sanu-watch-viral-video
ଏକାଠି ହୋଲି ସେଲିବ୍ରେଟ କଲେ ନିକ୍କି-ଜାନ, ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ଆସୁଛି ହୋଲି । ଯାହାକୁ ନେଇ ସମସ୍ତେ ଉତ୍ସାହିତର ସହିତ ଏହାକୁ ସେଲିବ୍ରେଟ କରିବାକୁ ନେଇ ପ୍ରସ୍ତୁତି ଚଳାଇଛନ୍ତି ।

ବର୍ତ୍ତମାନ ବିଗବସ ଫେମ ତଥା ଅଭିନେତ୍ରୀ ନିକ୍କି ତମ୍ବୋଲି ଏବଂ ଜାନ କୁମାର ସାନୁ ପରସ୍ପର ସହ ଏକାଠି ହୋଲି ଖେଳିଛନ୍ତି। ନିକ୍କି ଏବଂ ଜାନ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଉଭୟ ହୋଲିଙ୍କୁ ଭିନ୍ନ ଢଙ୍ଗରେ ବହୁତ ଉତ୍ସାହର ସହ ଖେଳୁଥିବାର ଦେଖିବାକୁ ମିଳିଛି ।

ଏବେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି ।

ଭିଡିଓ ସେୟାର କରି କ୍ୟାପସନରେ ଜାନ ଲେଖିଛନ୍ତି, 'ଆପ ତରଫରୁ ଆପଣଙ୍କ ପାଇଁ ଖୁସିର ଉପହାର, ରଙ୍ଗ ସହିତ ଭଲପାଇବାର ହୋଲି ଖେଳିବା । ଏହି ହୋଲି 'ରଙ୍ଗ ଲଗାୟା ଇଶ୍କ କା' ହେବ ।

ପ୍ରକାଶ ଥାଉ ଯେ, ଭିଡିଓରେ ଜାନ ଏବଂ ନିକ୍କି ଧଳା ରଙ୍ଗର କୁର୍ତ୍ତା ପିନ୍ଧିଥିବାର ନଜର ଆସିଛନ୍ତି। ଦୁହେଁ ବହୁତ ସୁନ୍ଦର ଦେଖାଯାଉଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.