ETV Bharat / sitara

ସୂର୍ଯ୍ୟକିରଣକୁ ଉପଭୋଗ କରୁଛନ୍ତି ଦେଶୀ ଗାର୍ଲ

author img

By

Published : May 11, 2020, 3:08 PM IST

Priyanka Chopra
ସୂର୍ଯ୍ୟକିରଣକୁ ଉପଭୋଗ କରୁଛନ୍ତି ଦେଶୀ ଗାର୍ଲ

ପ୍ରିୟଙ୍କ ଚୋପ୍ରା ଜୋନାସ୍ ସୋସିଆଲ ମିଡିଆରେ ନିଜ ପେଟ୍ ସହ ଏକ ସନସାଇନ୍ ଫଟୋ ସେୟାର କରିଛନ୍ତି ।

ହାଇଦ୍ରାବାଦ: ପ୍ରିୟଙ୍କ ଚୋପ୍ରା ଜୋନାସ୍ ସୋସିଆଲ ମିଡିଆରେ ନିଜ ପେଟ୍ ସହ ଏକ ସନସାଇନ୍ ଫଟୋ ସେୟାର କରିଛନ୍ତି । ପିସି ନିଜ ପେଟ୍ ଗିନୋ ଜୋନାସ୍ ଓ ଡାଏନା ଚୋପ୍ରା ସହ ସୂର୍ଯ୍ୟ କିରଣର ଇଫେକ୍ଟ ସହ ଏକ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ପ୍ରକାଶଥାଉକି, ସନ୍ନୀ ଲିଓନି, କ୍ୟାଟ୍ରିନା କୈଫଙ୍କ ସହ ପ୍ରିୟଙ୍କା ଚୋପ୍ରା ମଧ୍ୟ ବିଶ୍ବର ଚର୍ଚ୍ଚିତ ନାରୀ ମଧ୍ୟରୁ ଜଣେ । ଅନଲାଇନରେ ସବୁଠୁ ଅଧିକ ପ୍ରିୟଙ୍କା ଚୋପ୍ରାଙ୍କୁ ସର୍ଚ୍ଚ କରାଯାଇଛି । ଏକ ନୂତନ ସର୍ଭେ ରିପୋର୍ଟ ଅନୁସାରେ, ପୁରୁଷଙ୍କ ଅପେକ୍ଷା ଜଣେ ମହିଳାଙ୍କୁ ଅଧିକ ସର୍ଚ୍ଚ କରାଯାଇଛି । ଆଉ ସେ କେହି ନୁହେଁ ବରଂ ପ୍ରିୟଙ୍କା ଚୋପ୍ରା । ସଲମାନଙ୍କ ଅପେକ୍ଷା ତାଙ୍କୁ ପ୍ରାୟ 20 ଲକ୍ଷ ଲୋକ ସର୍ଚ୍ଚ କରିଛନ୍ତି ।

ନିକଟରେ ପ୍ରିୟଙ୍କା ଅନଲାଇନ୍ ଆଇ ଫର୍ ଇଣ୍ଡିଆ କନସର୍ଟରେ ଯୋଗ ଦେଇଥିଲେ । ସେ ଓ ତାଙ୍କ ସ୍ବାମୀ ଆମେରିକୀୟ ପପ୍ ସିଙ୍ଗର ନିକ୍ ଜୋନାସ୍ ମଧ୍ୟ କୋଭିଡ-19 ସହାୟତାରେ ଅନେକ ଯୋଗ ଦାନ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.