ETV Bharat / sitara

ଓସ୍କାର 2020: ବେଷ୍ଟ ସପୋଟିଂ ଅଭିନେତ୍ରୀ ପାଇଁ ମନୋନୀତ ପ୍ରିୟଙ୍କା

author img

By

Published : Sep 20, 2020, 10:57 PM IST

Oscars 2020: Priyanka Chopra expected to be one of the top Best Supporting Actress
ଓସ୍କାର 2020: ବେଷ୍ଟ ସପୋଟିଂଙ୍ଗ ଅଭିନେତ୍ରୀ ପାଇଁ ମନୋନୀତ ହେଲେ ପ୍ରିୟଙ୍କା

ଚଳିତ ବର୍ଷ ଓସ୍କାରରେ ବେଷ୍ଟ ସପୋଟିଂ ଅଭିନେତ୍ରୀ ପାଇଁ ସୁପରଷ୍ଟାର୍ ପ୍ରିୟଙ୍କା ଚୋପ୍ରା ଜୋନାସ୍ ମନୋନୀତ ହୋଇଛନ୍ତି । ଅଧିକ ପଢନ୍ତୁ...

ୱାଶିଂଟନ୍: ଚଳିତ ବର୍ଷ ଓସ୍କାରରେ ବେଷ୍ଟ ସପୋଟିଂଙ୍ଗ ଅଭିନେତ୍ରୀ ପାଇଁ ପ୍ରିୟଙ୍କା ଚୋପ୍ରା ଜୋନାସ୍ ବର୍ତ୍ତମାନ ମନୋନୀତ ହୋଇଛନ୍ତି । ତାଙ୍କର ଆଗାମୀ ନେଟଫ୍ଲିକ୍ସ ଚଳଚ୍ଚିତ୍ର ‘ଦ ହ୍ବାଇଟ ଟାଇଗର’ ପାଇଁ ସମ୍ମାନଜନକ ଏକାଡେମୀ ପୁରସ୍କାର ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।

ରାମିନ ବହରାନୀଙ୍କ ଦ୍ବାରା ଏହା ନିର୍ଦ୍ଦେଶିତ ଅଟେ । ଏହି ଚଳଚ୍ଚିତ୍ରରେ ତାଙ୍କର ଚମତ୍କାର ଚରିତ୍ର, ଯାହା କି ପ୍ରଶଂସକମାନେ ଆଗରୁ କେବେ ଦେଖିନଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମେରିଲ୍ ଷ୍ଟ୍ରିପ୍ (ଫର ଦ ପ୍ରମ), ହାନ୍ ୟେନ୍-ରି (ଫର ମିନାରୀ ), କ୍ରିଷ୍ଟିନ ସ୍କଟ୍ ଥୋମାସ୍ (ଫର ରେବେକା) ଏବଂ ଅଲିଭିଆ କଲମାନ (ଫର ଦ ଫାଦର) ଙ୍କ ସହିତ ପ୍ରିୟଙ୍କା ତାଲିକାଭୁକ୍ତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.