ETV Bharat / city

ସାଲିଆ ସାହି ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ

author img

By

Published : Nov 22, 2019, 12:02 PM IST

ସ୍ଥାୟୀ ଥଇଥାନ ଦାବିରେ ଲୋୟର ପିଏମଜିରେ ସାଲିଆ ସାହି ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ । ଅଧିକ ପଢନ୍ତୁ...

ସାଲିଆ ସାହି ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ

ଭୁବନେଶ୍ବର: ଉଛେଦ ଅଭିଯାନକୁ ବନ୍ଦ ପାଇଁ ରାଜରାସ୍ତାରେ ସାଲିଆ ସାହି ବାସିନ୍ଦା । ସ୍ଥାୟୀ ବ୍ୟବସ୍ଥା କରାଯାଇ ଉଛେଦ କରାଯାଉ ବୋଲି ବସ୍ତିବାସିନ୍ଦା ଦାବି କରିଛନ୍ତି ।

ସାଲିଆ ସାହି ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ

ପ୍ରତ୍ୟେକ ପରିବାରକୁ ୨୦x୩୦ ଫୁଟ ପ୍ରମାଣପତ୍ର ସହ ଜମି ପ୍ରଦାନ, ବାସସ୍ଥାନ ନିର୍ମାଣ କରିବା ଏବଂ ସ୍ଥାୟୀ ଥଇଥାନ ଦାବିରେ ଲୋୟର ପିଏମଜିରେ ବସ୍ତି ବାସିନ୍ଦା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଭୁବନେଶ୍ବର ସଞ୍ଜୀବ ରାୟ, ଇଟିଭି ଭାରତ

Intro:ସାଳିଆ ସାହି ଉଛେଦ ପ୍ରତିବାଦରେ ଏବଂ ୨୦ ଫୁଟରେ ୩୦ ଫୁଟ ଜମି ଦାବିରେ୨୫ ହଜାର ବସ୍ତି ବାସିନ୍ଦାଙ୍କ ପରିବାର ଙ୍କ ବିଧାନସଭା ଘେରାଓ।


Body:ସାଲିଆ ସହି ଉଛେଦ ଅଭିଯାନ ସମ୍ପୂର୍ଣ୍ଣ ବନ୍ଦ କରାଯାଉ।ସବୁ ପରିବାରକୁ ୨୦ ରେ ୩୦ ଫୁଟ ଜମି ପ୍ରଦାନ ,କର୍ମସ୍ଥଳୀ ନିକଟରେ ବାସସ୍ଥାନ ନିର୍ମାଣ କରିବା ,ବର୍ତମାନ ରହୁଥିବା ଜମିର ପଟା ଏବଂ ସ୍ଥାୟୀ ଉନ୍ନତି ବିଧାନ ତଥା ସମ୍ମାନ ର ସହ ବଞ୍ଚିବାର ଅଧିକାର ଦାବିରେ ସାଳିଆ ସାହିର ୱେବ ଭୁବନେଶ୍ୱର ବସ୍ତି ମହାସଙ୍ଗ ପକ୍ଷରୁ ୨୫ ହଜାରରୁ ଉର୍ଦ୍ଧ୍ବ ପରିବାର ବିଧାନସଭା ଘେରାଓ କରିଛନ୍ତି।


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.