ETV Bharat / city

ବରମୁଣ୍ଡାରେ ଜଳିଗଲା ବସ, 4 ଆହତ

author img

By

Published : Jul 4, 2022, 7:48 AM IST

Updated : Jul 4, 2022, 8:36 AM IST

ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଜଳିଗଲା ଯାତ୍ରୀବାହୀ ବସ । ଓଭରବ୍ରିଜର ପୋଲରେ ପିଟି ହେବାରୁ ବସଟି ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଥିଲା । ଅଧିକ ପଢ଼ନ୍ତୁ

running bus catches fire in baramunda
ବରମୁଣ୍ଡାରେ ଜଳିଗଲା ବସ, 4 ଗୁରୁତର

ଭୁବନେଶ୍ବର: ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଜଳିଗଲା ଯାତ୍ରୀବାହୀ ବସ । ଓଭରବ୍ରିଜର ପୋଲରେ ପିଟି ହେବାରୁ ବସଟି ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ଲଲିତା ନାମକ ଯାତ୍ରୀବାହୀ ବସଟି ବରମୁଣ୍ଡା ବସଷ୍ଟାଣ୍ଡକୁ ଫେରୁଥିଲା । ଏହି ଦୁର୍ଘଟଣାରେ 4 ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।

ବରମୁଣ୍ଡାରେ ଜଳିଗଲା ବସ, 4 ଆହତ

ଇଟିଭି ଭାରତ, ଭୁବନେଶ୍ବର

Last Updated :Jul 4, 2022, 8:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.