", "inLanguage": "or", "publisher": { "@type": "Organization", "name": "ETV Bharat", "url": "https://www.etvbharat.com", "logo": { "@type": "ImageObject", "contentUrl": "https://etvbharatimages.akamaized.net/etvbharat/prod-images/768-512-14714001-thumbnail-3x2-fr.jpg" } } }
", "articleSection": "city", "articleBody": "ଧର୍ମେନ୍ଦ୍ର କହିଛନ୍ତି ନୀରିହ ଜନତା ଓ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରୋଶମୂଳକ ଭାବେ ଗାଡି ଚଢାଇଦେବା ଘଟଣାର ଦୃଶ୍ୟ ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ। ଜଣେ ବିଧାୟକ ଅମାନୁଷିକ ଭାବରେ ସର୍ବସାଧାରଣରେ ଜନତା ଓ ପୋଲିସ କର୍ମଚାରୀଙ୍କ ଉପରେ ନିଜେ ଗାଡି ଚଲାଇ ଗାଡି ଚଢାଇବା ସମ୍ଭବତଃ ଓଡିଶାରେ ପ୍ରଥମ । ଅଧିକ ପଢନ୍ତୁଖୋର୍ଦ୍ଧା: ବାଣପୁରରେ ଅଭାବନୀୟ ଘଟଣା । ଉତ୍ତର ପ୍ରଦେଶ ଲଖୀମପୁର ଖେରୀ ଘଟଣାର ପୁନରାବୃତ୍ତି ଖୋର୍ଦ୍ଧାରେ ଘଟିଛି । ଭିଡ ଭିତରେ ଗାଡି ଚଢାଇଦେଲେ ବିବାଦୀୟ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୭ ଜଣ ପୋଲିସକର୍ମୀ ଥିବାବେଳେ ୨ ସାମ୍ବାଦିକ ଓ ବିଭିନ୍ନ ଦଳର କର୍ମୀ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ଚିଲିକା ବିଧାୟକ@PrasantJagdevନୀରିହ ଜନତା ଓ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରୋଶମୂଳକ ଭାବେ ଗାଡ଼ି ଚଢ଼ାଇଦେବା ଘଟଣାର ଦୃଶ୍ୟ ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ।ଘଟଣାରେ ଆହତ ଓ ସଙ୍କଟାପନ୍ନ ଥିବା ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା କରୁଛି pic.twitter.com/wELUQYdn46— Dharmendra Pradhan (@dpradhanbjp) March 12, 2022 ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ବ୍ୟାପୁଥିବା ବେଳେ ଲୋକଙ୍କ ଆକ୍ରୋଶରୁ ବର୍ତ୍ତି ନାହାଁନ୍ତି ବିଧାୟକ ପ୍ରଶାନ୍ତ ଜଗଦେବ । ଲୋକେ ବିଧାୟକଙ୍କୁ ମଧ୍ୟ ଗାଡିରୁ ଟାଣି ଆଣି ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାସହ ଘଟଣାରେ ଆହତ ସମସ୍ତଙ୍କୁ ସ୍ଥାନୀୟ ମେଡିକାଲ ସମେତ ଭୁବନେଶ୍ବରରୁ ବିଭିନ୍ନ ହସ୍ପିଟାଲରେ ଭର୍ତି କରାଯାଇଛି । ବାଣପୁର ଠାରେ ପୋଲିସ iic ଙ୍କ ଉପରେ ଚିଲିକା ବିଧାୟକ ଙ୍କ ଆକ୍ରମଣକୁ ମୁଁ ଦୃଢ ନିନ୍ଦା କରିଛି ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରୁଛି, ଓଡ଼ିଶାର ପୋଲିସ ସଂଘ ଏହାଉପରେ କଣ ଦାବୀ କରିବେ ଦେଖିବାକୁ ଅପେକ୍ଷା ନା ଚାକିରୀ ଭୟରେ ଚୁପ ରହିବେ କି କଳାପଟି ମାରିକି ପ୍ରତିବାଦ କରିବେ @otvnews @ArgusNews_in @kanak_news— Golak Mohapatra (@GMohapatraBjp) March 12, 2022 ଘଟଣାକୁ ନେଇ ରାଜନୀତି ବଢିବା ସହ ବିଜେଡି ବିଜେପି ମୁହାଁମୁହିଁ ସ୍ଥିତିକୁ ଆସିଯାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ଘଟଣାର ନିନ୍ଦା କରିବା ସହ ଆହତ ଲୋକଙ୍କ ଓ ପୋଲିସ କର୍ମଚାରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ନୀରିହ ଜନତା ଓ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରୋଶମୂଳକ ଭାବେ ଗାଡି ଚଢାଇଦେବା ଘଟଣାର ଦୃଶ୍ୟ ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ। ଜଣେ ବିଧାୟକ ଅମାନୁଷିକ ଭାବରେ ସର୍ବସାଧାରଣରେ ଜନତା ଓ ପୋଲିସ କର୍ମଚାରୀଙ୍କ ଉପରେ ନିଜେ ଗାଡି ଚଲାଇ ଗାଡି ଚଢାଇବା ସମ୍ଭବତଃ ଓଡିଶାରେ ପ୍ରଥମ । ଏହି ଘଟଣାକୁ ଯେତେ କଡା ଶବ୍ଦରେ କହିଲେ ବି କମ ହେବ । ରାଜ୍ୟ ପ୍ରଶାସନ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ତୁରନ୍ତ ଦୃଢରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଧର୍ମେନ୍ଦ୍ର ଦାବି କରିଛନ୍ତି । Strongly condemn the barbaric act by ChilikaMLA Prashant Jagdev at Banpur today who rammed his vehicle into crowd, injuring several people.Violence has no place in a vibrant democracy.We demand strong and exemplary action against the Legislator as per the Law. pic.twitter.com/u9kTE0hr8P— Upasna Lalatendu Mohapatra (@UpasnaMohapatra) March 12, 2022 ସେହିପରି ବିଜେପି ଉପ-ସଭାପତି ପୃଥ୍ବୀରାଜ ହରିଚନ୍ଦନ ତୀବ୍ର ନିନ୍ଦା କରି କହିଛନ୍ତି, ବିଧାୟକ ମଦ ପିଇ ଗାଡି ଚଲାଉଥିଲେ। ଲୋକଙ୍କ ଉପରେ ରାଗ ରଖି, ଡରାଇବା ପାଇଁ ଗାଡି ଚଢାଇ ଦେଇଛନ୍ତି। ଏଭଳି କାମ ଜଣେ ସୁସ୍ଥ ମସ୍ତିସ୍କ ଥିବା ବ୍ୟକ୍ତି କେବେ କରିପାରିବନାହିଁ । ଏଭଳି ଲୋକଙ୍କ ସ୍ଥାନ ଜେଲରେ ହେବା ଦରକାର। ସରକାର ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି । Shocking display of power & arrogance by BJD MLA!I strongly condemn the brutal act by Chilika MLA Prashant Jagdev who plowed his vehicle into a crowd injuring several people.Strong action should be taken against him as per the law and by the party too. pic.twitter.com/xZs9In1fZn— Lalitendu Bidyadhar Mohapatra (@LalitenduBJP) March 12, 2022 ସେହିଭଳି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଘଟଣାକୁ ନିନ୍ଦା କରିବା ସହ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଛାଡି ନଥିବାରୁ ଓଡିଶା ପୋଲିସ ସଂଘ ଏହା ଉପରେ ପ୍ରତିବାଦ କରିବା ଉଚିତ ବୋଲି କହିଛନ୍ତି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗଟେ କରିଛନ୍ତି । ଅନ୍ୟପଟେ ଶାସକ ଦଳ ପକ୍ଷରୁ ସାଂସଦ ସସ୍ମିତ ପାତ୍ର ପ୍ରେସମଟି କରି ଘଟଣାକୁ ନିନ୍ଦା କରିଛନ୍ତି । ସସ୍ମିତ ପାତ୍ର କହିଛନ୍ତି, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ଘଟଣା ଅତ୍ୟନ୍ତ ଲୋମହର୍ଷଣକାରୀ ଓ ବୀଭତ୍ସ। ବିଧାୟକଙ୍କ ବର୍ବରତାପୂର୍ଣ୍ଣ କାର୍ଯ୍ୟକୁ ବିଜେଡି ନିନ୍ଦା କରୁଛି। ଅତୀତରେ ଏଭଳି କାର୍ଯ୍ୟ ପାଇଁ ପ୍ରଶାନ୍ତଙ୍କୁ ଦଳରୁ ନିଲମ୍ବନ କରାଯାଇଛି ବୋଲି କହିଛନ୍ତି ।ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ", "url": "https://www.etvbharat.com/oriya/odisha/city/bhubaneswar/miscreants-allegedly-attack-chilika-mla-bjp-target-to-govt/or20220312181113567", "inLanguage": "or", "datePublished": "2022-03-12T18:11:18+05:30", "dateModified": "2022-03-12T18:11:18+05:30", "dateCreated": "2022-03-12T18:11:18+05:30", "thumbnailUrl": "https://etvbharatimages.akamaized.net/etvbharat/prod-images/768-512-14714001-thumbnail-3x2-fr.jpg", "mainEntityOfPage": { "@type": "WebPage", "@id": "https://www.etvbharat.com/oriya/odisha/city/bhubaneswar/miscreants-allegedly-attack-chilika-mla-bjp-target-to-govt/or20220312181113567", "name": "Banapur Violence: ଧର୍ମେନ୍ଦ୍ରଙ୍କ କଡା ନିନ୍ଦା, ଦାବି କଲେ କାର୍ଯ୍ୟାନୁଷ୍ଠାନ", "image": "https://etvbharatimages.akamaized.net/etvbharat/prod-images/768-512-14714001-thumbnail-3x2-fr.jpg" }, "image": { "@type": "ImageObject", "url": "https://etvbharatimages.akamaized.net/etvbharat/prod-images/768-512-14714001-thumbnail-3x2-fr.jpg", "width": 1200, "height": 900 }, "author": { "@type": "Organization", "name": "ETV Bharat", "url": "https://www.etvbharat.com/author/undefined" }, "publisher": { "@type": "Organization", "name": "ETV Bharat Odisha", "url": "https://www.etvbharat.com", "logo": { "@type": "ImageObject", "url": "https://etvbharatimages.akamaized.net/etvbharat/static/assets/images/etvlogo/oriya.png", "width": 82, "height": 60 } } }

ETV Bharat / city

Banapur Violence: ଧର୍ମେନ୍ଦ୍ରଙ୍କ କଡା ନିନ୍ଦା, ଦାବି କଲେ କାର୍ଯ୍ୟାନୁଷ୍ଠାନ

author img

By

Published : Mar 12, 2022, 6:11 PM IST

ଧର୍ମେନ୍ଦ୍ରଙ୍କ କଡା ନିନ୍ଦା, ଦାବି କଲେ  କାର୍ଯ୍ୟାନୁଷ୍ଠାନ
ଧର୍ମେନ୍ଦ୍ରଙ୍କ କଡା ନିନ୍ଦା, ଦାବି କଲେ କାର୍ଯ୍ୟାନୁଷ୍ଠାନ

ଧର୍ମେନ୍ଦ୍ର କହିଛନ୍ତି ନୀରିହ ଜନତା ଓ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରୋଶମୂଳକ ଭାବେ ଗାଡି ଚଢାଇଦେବା ଘଟଣାର ଦୃଶ୍ୟ ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ। ଜଣେ ବିଧାୟକ ଅମାନୁଷିକ ଭାବରେ ସର୍ବସାଧାରଣରେ ଜନତା ଓ ପୋଲିସ କର୍ମଚାରୀଙ୍କ ଉପରେ ନିଜେ ଗାଡି ଚଲାଇ ଗାଡି ଚଢାଇବା ସମ୍ଭବତଃ ଓଡିଶାରେ ପ୍ରଥମ । ଅଧିକ ପଢନ୍ତୁ

ଖୋର୍ଦ୍ଧା: ବାଣପୁରରେ ଅଭାବନୀୟ ଘଟଣା । ଉତ୍ତର ପ୍ରଦେଶ ଲଖୀମପୁର ଖେରୀ ଘଟଣାର ପୁନରାବୃତ୍ତି ଖୋର୍ଦ୍ଧାରେ ଘଟିଛି । ଭିଡ ଭିତରେ ଗାଡି ଚଢାଇଦେଲେ ବିବାଦୀୟ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୭ ଜଣ ପୋଲିସକର୍ମୀ ଥିବାବେଳେ ୨ ସାମ୍ବାଦିକ ଓ ବିଭିନ୍ନ ଦଳର କର୍ମୀ ରହିଛନ୍ତି ।

  • ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ଚିଲିକା ବିଧାୟକ@PrasantJagdevନୀରିହ ଜନତା ଓ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରୋଶମୂଳକ ଭାବେ ଗାଡ଼ି ଚଢ଼ାଇଦେବା ଘଟଣାର ଦୃଶ୍ୟ ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ।ଘଟଣାରେ ଆହତ ଓ ସଙ୍କଟାପନ୍ନ ଥିବା ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା କରୁଛି pic.twitter.com/wELUQYdn46

    — Dharmendra Pradhan (@dpradhanbjp) March 12, 2022 " class="align-text-top noRightClick twitterSection" data=" ">

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ବ୍ୟାପୁଥିବା ବେଳେ ଲୋକଙ୍କ ଆକ୍ରୋଶରୁ ବର୍ତ୍ତି ନାହାଁନ୍ତି ବିଧାୟକ ପ୍ରଶାନ୍ତ ଜଗଦେବ । ଲୋକେ ବିଧାୟକଙ୍କୁ ମଧ୍ୟ ଗାଡିରୁ ଟାଣି ଆଣି ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାସହ ଘଟଣାରେ ଆହତ ସମସ୍ତଙ୍କୁ ସ୍ଥାନୀୟ ମେଡିକାଲ ସମେତ ଭୁବନେଶ୍ବରରୁ ବିଭିନ୍ନ ହସ୍ପିଟାଲରେ ଭର୍ତି କରାଯାଇଛି ।

  • ବାଣପୁର ଠାରେ ପୋଲିସ iic ଙ୍କ ଉପରେ ଚିଲିକା ବିଧାୟକ ଙ୍କ ଆକ୍ରମଣକୁ ମୁଁ ଦୃଢ ନିନ୍ଦା କରିଛି ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରୁଛି, ଓଡ଼ିଶାର ପୋଲିସ ସଂଘ ଏହାଉପରେ କଣ ଦାବୀ କରିବେ ଦେଖିବାକୁ ଅପେକ୍ଷା ନା ଚାକିରୀ ଭୟରେ ଚୁପ ରହିବେ କି କଳାପଟି ମାରିକି ପ୍ରତିବାଦ କରିବେ @otvnews @ArgusNews_in @kanak_news

    — Golak Mohapatra (@GMohapatraBjp) March 12, 2022 " class="align-text-top noRightClick twitterSection" data=" ">

ଘଟଣାକୁ ନେଇ ରାଜନୀତି ବଢିବା ସହ ବିଜେଡି ବିଜେପି ମୁହାଁମୁହିଁ ସ୍ଥିତିକୁ ଆସିଯାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ଘଟଣାର ନିନ୍ଦା କରିବା ସହ ଆହତ ଲୋକଙ୍କ ଓ ପୋଲିସ କର୍ମଚାରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ନୀରିହ ଜନତା ଓ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରୋଶମୂଳକ ଭାବେ ଗାଡି ଚଢାଇଦେବା ଘଟଣାର ଦୃଶ୍ୟ ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ। ଜଣେ ବିଧାୟକ ଅମାନୁଷିକ ଭାବରେ ସର୍ବସାଧାରଣରେ ଜନତା ଓ ପୋଲିସ କର୍ମଚାରୀଙ୍କ ଉପରେ ନିଜେ ଗାଡି ଚଲାଇ ଗାଡି ଚଢାଇବା ସମ୍ଭବତଃ ଓଡିଶାରେ ପ୍ରଥମ । ଏହି ଘଟଣାକୁ ଯେତେ କଡା ଶବ୍ଦରେ କହିଲେ ବି କମ ହେବ । ରାଜ୍ୟ ପ୍ରଶାସନ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ତୁରନ୍ତ ଦୃଢରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଧର୍ମେନ୍ଦ୍ର ଦାବି କରିଛନ୍ତି ।

  • Strongly condemn the barbaric act by Chilika
    MLA Prashant Jagdev at Banpur today who rammed his vehicle into crowd, injuring several people.

    Violence has no place in a vibrant democracy.

    We demand strong and exemplary action against the Legislator as per the Law. pic.twitter.com/u9kTE0hr8P

    — Upasna Lalatendu Mohapatra (@UpasnaMohapatra) March 12, 2022 " class="align-text-top noRightClick twitterSection" data=" ">

ସେହିପରି ବିଜେପି ଉପ-ସଭାପତି ପୃଥ୍ବୀରାଜ ହରିଚନ୍ଦନ ତୀବ୍ର ନିନ୍ଦା କରି କହିଛନ୍ତି, ବିଧାୟକ ମଦ ପିଇ ଗାଡି ଚଲାଉଥିଲେ। ଲୋକଙ୍କ ଉପରେ ରାଗ ରଖି, ଡରାଇବା ପାଇଁ ଗାଡି ଚଢାଇ ଦେଇଛନ୍ତି। ଏଭଳି କାମ ଜଣେ ସୁସ୍ଥ ମସ୍ତିସ୍କ ଥିବା ବ୍ୟକ୍ତି କେବେ କରିପାରିବନାହିଁ । ଏଭଳି ଲୋକଙ୍କ ସ୍ଥାନ ଜେଲରେ ହେବା ଦରକାର। ସରକାର ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

  • Shocking display of power & arrogance by BJD MLA!

    I strongly condemn the brutal act by Chilika MLA Prashant Jagdev who plowed his vehicle into a crowd injuring several people.

    Strong action should be taken against him as per the law and by the party too. pic.twitter.com/xZs9In1fZn

    — Lalitendu Bidyadhar Mohapatra (@LalitenduBJP) March 12, 2022 " class="align-text-top noRightClick twitterSection" data=" ">

ସେହିଭଳି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଘଟଣାକୁ ନିନ୍ଦା କରିବା ସହ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଛାଡି ନଥିବାରୁ ଓଡିଶା ପୋଲିସ ସଂଘ ଏହା ଉପରେ ପ୍ରତିବାଦ କରିବା ଉଚିତ ବୋଲି କହିଛନ୍ତି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗଟେ କରିଛନ୍ତି ।

ଅନ୍ୟପଟେ ଶାସକ ଦଳ ପକ୍ଷରୁ ସାଂସଦ ସସ୍ମିତ ପାତ୍ର ପ୍ରେସମଟି କରି ଘଟଣାକୁ ନିନ୍ଦା କରିଛନ୍ତି । ସସ୍ମିତ ପାତ୍ର କହିଛନ୍ତି, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ଘଟଣା ଅତ୍ୟନ୍ତ ଲୋମହର୍ଷଣକାରୀ ଓ ବୀଭତ୍ସ। ବିଧାୟକଙ୍କ ବର୍ବରତାପୂର୍ଣ୍ଣ କାର୍ଯ୍ୟକୁ ବିଜେଡି ନିନ୍ଦା କରୁଛି। ଅତୀତରେ ଏଭଳି କାର୍ଯ୍ୟ ପାଇଁ ପ୍ରଶାନ୍ତଙ୍କୁ ଦଳରୁ ନିଲମ୍ବନ କରାଯାଇଛି ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.