ETV Bharat / city

Petrol Diesel Price: କଣ ରହିଛି ଆଜିର ପେଟ୍ରୋଲ-ଡିଜେଲ ଦର ?

author img

By

Published : Jul 20, 2022, 7:41 AM IST

know the petrol and diesel price in odisha today
Petrol Diesel Price: କଣ ରହିଛି ଆଜିର ପେଟ୍ରୋଲ-ଡିଜେଲ ଦର ?

ସାଧାରଣ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ସାଜୁଥିବା ପେଟ୍ରୋଲ ଓ ଡିଜେଲ ଦରରୁ ଏବେ ସାମାନ୍ୟ ଆଶ୍ବସ୍ତି ଆଣିଛି । ଭୁବନେଶ୍ବର ସମେତ ଅନେକ ଜିଲ୍ଲାମାନଙ୍କରେ ତୈଳଦର କିଛିଟା ମାତ୍ରାରେ କମିଛି । ତେବେ ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର । ଦେଖନ୍ତୁ କେଉଁଠି କେତେ ରହିଛି ତୈଳ ଦର ।

ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ବର103.7494.56
ଅନୁଗୋଳ104.6896.19
ବାଲେଶ୍ବର103.5895.14
କଟକ103.8094.93
ଗଞ୍ଜାମ104.1196.14
ପୁରୀ103.4194.81
ସମ୍ବଲପୁର104.5094.88
କେନ୍ଦ୍ରାପଡା103.1195.07
ବଲାଙ୍ଗୀର105.7797.06
ମାଲକାନଗିରି 108.92100.56
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.