ETV Bharat / city

Vegetable Price, ନଜର ପକାନ୍ତୁ ଆଜିର ପରିବା ଦର ଉପରେ

author img

By

Published : Sep 19, 2022, 7:54 AM IST

Vegetable Price
ଆଜିର ପରିବା ଦର

ରାଜ୍ୟର ପ୍ରମୁଖ ସହରରେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ।

ଭୁବନେଶ୍ବର: ବନ୍ୟା ପରେ ପରିବା ଦର ଉଚ୍ଚା ହୋଇଛି । ଜମି ଜଳମଗ୍ନ ହୋଇ ଫସଲ ନଷ୍ଟ ହେବା ଫଳରେ ଆକାଶ ଛୁଆଁ ହୋଇଛି ପନିପରିବା ଦର । ଉଚ୍ଚା ପରିବା ଦରକୁ ନେଇ ପେସି ହେଉଛନ୍ତି ଗ୍ରାହକ । ସବୁ ପରିବା କିଲୋପ୍ରତି 50 ପାର ହୋଇଛି । ଏମିତିରେ ପରିବା ଦର ଉଚ୍ଚା ରହିଥିବାବେଳେ ଦାଉ ସାଧିଛି ଟେନସନ ବଢାଇଛି ବନ୍ୟା ପରବର୍ତ୍ତୀ ସ୍ଥିତି । ଆଳୁ ପିଆଜ ଦାମ ଛଡା ଆଉ କୌଣସି ପରିବା ଦର 50 ତଳକୁ ନାହିଁ । ଯେଉଁ ପରିବାରେ ହାତ ବୁଲାଇଲେ ସବୁ 50 ପାର । ବନ୍ୟା ସ୍ଥିତି ପାଇଁ ଆଗକୁ ଦର ବଢିବା ଆଶଙ୍କା କରାଯାଉଛି । ଲୋକ ବାଧ୍ୟ ହୋଇ ଉଚ୍ଚାଦରରେ ପରିବା କିଣୁଛନ୍ତି । ସଜନା ଛୁଇଁ ଏବଂ ବିନ୍ ମୂଲ୍ୟ ସବୁଠୁ ଅଧିକ ରହିଥିବା ଦେଖିବାକୁ ମିଳିଛି । କେତେଦିନ ପରେ ପରିବ ଦର ସ୍ବାଭାବିକ ହେବ ତାହା ଉପରେ ନଜର । ତେବେ ନଜର ପକାନ୍ତୁ ରାଜ୍ୟର ପ୍ରମୁଖ ସହରରେ କଣ ରହିଛି ଆଜିର ପରିବା ଦର ।

କଟକରେ ପରିବା ଦର
କଟକରେ ପରିବା ଦର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.