ETV Bharat / city

ବାଲେଶ୍ବରରେ ଟ୍ରୋଲର ଶିକାର ହେଲେ ଜୁବିନ ନୌଟିଆଲ

author img

By

Published : Apr 4, 2021, 1:31 PM IST

Updated : Apr 4, 2021, 1:48 PM IST

ବାଲେଶ୍ବରରେ ଟ୍ରୋଲର ଶିକାର ହେଲେ ଯୁବିନ ନୌଟିଆଲ
ବାଲେଶ୍ବରରେ ଟ୍ରୋଲର ଶିକାର ହେଲେ ଯୁବିନ ନୌଟିଆଲ

ଯୁବଗୋଷ୍ଠୀଙ୍କ ନୂଆ ସେନସେସନ ପାଲଟିଥିବା ଗାୟକ ଜୁବିନ ଟ୍ରୋଲର ଶିକାର ହୋଇଛନ୍ତି । ସୋସିଆଲ ମିଡିଆରେ ଘୂରି ବୁଲିଛି ଜୁବିନଙ୍କ ଏହି ଭିଡିଓ । ଅଧିକ ପଢନ୍ତୁ...

ବାଲେଶ୍ବର : ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେଲେ ଗାୟକ ଯୁବିନ ନୌଟିଆଲ । ଗୀତ ଗାଉଥିବା ବେଳେ ହଠାତ ଷ୍ଟେଜକୁ ପଶି ଆସିଲା ପୋଲିସ । ଆଉ ଅଧାରୁ ବନ୍ଦ କଲା କାର୍ଯ୍ୟକ୍ରମ । ବାଲେଶ୍ବର ଏକ ଘରୋଇ କଲେଜର ବାର୍ଷିକ ଉତ୍ସବରେ ଜୁବିନ ନୌଟିଆଲ ସଙ୍ଗୀତ ପରିବେଷଣ କରୁଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ବାଲେଶ୍ବରରେ ଟ୍ରୋଲର ଶିକାର ହେଲେ ଜୁବିନ ନୌଟିଆଲ

ବର୍ତ୍ତମାନ ଯୁବଗୋଷ୍ଠୀଙ୍କ ନୂଆ ସେନସେସନ ପାଲଟିଥିବା ଗାୟକ ଯୁବିନ ବାଲେଶ୍ବରରେ ଟ୍ରୋଲ ହୋଇଛନ୍ତି । ଗୋଟିଏ ଗୀତର ମାତ୍ର ପଦିଟଏ ଗାଇବା ପରେ ପୋଲିସ ପହଞ୍ଚିଥିଲା । ରାତି 10 ଟା ପରେ ଧୂମଧଡାକା ଓ ଲାଉଡ ମ୍ୟୁଜିକ ଅନୁମତି ନଥିବାବେଳେ 11 ଟା ପରେ ମଧ୍ୟ ସଙ୍ଗୀତ ପରିବେଷଣ କରାଯାଉଥିଲା । ଯାହାକୁ ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated :Apr 4, 2021, 1:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.