ETV Bharat / bharat

ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାରେ ଶତାଧିକ ଶ୍ରମିକ, ବସ-ଟ୍ରେନ ବ୍ୟବସ୍ଥା କରିବାକୁ ଦାବି

author img

By

Published : May 17, 2020, 11:32 AM IST

ନିଜ ରାଜ୍ୟକୁ ଫେରୁଥିବା ଶହ ଶହ ପ୍ରବାସୀ ଶ୍ରମିକ ଦିଲ୍ଲୀ-ଉତ୍ତରପ୍ରଦେଶ ସୀମା ଗାଜିପୁରରେ ଆଜି(ରବିବାର) ଏକାଠି ହୋଇଛନ୍ତି ।

Migrant labourers
ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାରେ ଶତାଧିକ ଶ୍ରମିକ

ନୂଆଦିଲ୍ଲୀ: ନିଜ ରାଜ୍ୟକୁ ଫେରୁଥିବା ଶହ ଶହ ପ୍ରବାସୀ ଶ୍ରମିକ ଦିଲ୍ଲୀ-ଉତ୍ତରପ୍ରଦେଶ ସୀମା ଗାଜିପୁରେ ଆଜି(ରବିବାର) ଏକାଠି ହୋଇଛନ୍ତି । ଉତ୍ତରପ୍ରଦେଶ ପୋଲିସର କହିବାନୁସାରେ, ଶ୍ରମିକମାନେ ଏକାଠି ହୋଇ ବସ ଓ ଟ୍ରେନରେ ଯିବା ପାଇଁ ଦାବି କରିଥିଲେ ।

ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାରେ ଶତାଧିକ ଶ୍ରମିକ

କୌଣସି ପାସ୍ ନଥିବା କାରଣରୁ ରାଜ୍ୟରେ ସେମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନାହିଁ ବୋଲି ଉତ୍ତରପ୍ରଦେଶ ପୋଲିସ ସବ୍-ଇନ୍ସପେକ୍ଟର ପ୍ରଚାନ୍ଦ ତ୍ୟାଗୀ କହିଛନ୍ତି। ଏହାପୂର୍ବରୁ ମେ 16 ରେ ଉତ୍ତରପ୍ରଦେଶ ଅତିରିକ୍ତ ମହାନିର୍ଦ୍ଦେଶକ ପିଭି ରାମଶାସ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ ନିଜ ଅଞ୍ଚଳର ଶ୍ରମିକଙ୍କ ପାଇଁ ବସ୍ ବ୍ୟବସ୍ଥା କରିବାକୁ କହିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.