ETV Bharat / bharat

ମହାରାଷ୍ଟ୍ରରେ ଭୂକମ୍ପ

author img

By

Published : Sep 1, 2020, 5:20 PM IST

ମହାରାଷ୍ଟ୍ରରେ ଭୂକମ୍ପ
ମହାରାଷ୍ଟ୍ରରେ ଭୂକମ୍ପ

ମହାରାଷ୍ଟ୍ରରେ ଭୂକମ୍ପ ଅନୁଭୂତ । ଆଜି ମଧ୍ୟାହ୍ନ 3.47 ମିନିଟ ସମସୟରେ ଅନୁଭୂତ ହୋଇଛି ଭୁମିକମ୍ପ । ଅଧିକ ପଢନ୍ତୁ..

ମୁମ୍ବାଇ: ମହାରାଷ୍ଟ୍ରରେ ଭୂକମ୍ପ ଅନୁଭୂତ । ଆଜି ମଧ୍ୟାହ୍ନ 3.47 ମିନିଟ ସମସୟରେ ଅନୁଭୂତ ହୋଇଛି ଭୁମିକମ୍ପ ।

ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ମିଳିଛି ଏହି ସୂଚନା । ଭୂକମ୍ପରେ କୌଣସି ଧନ ଜୀବନ କ୍ଷତିର ଘଟଣା ସାମ୍ନାକୁ ଆସିନଥିବା ମଧ୍ୟ ସୂଚନା ମିଳିଛି ।

ଆଜି ପାଲଘର ଅଢ୍ଚଳରେ ଅନୂଭୂତ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରେକ୍ଟର ସ୍କେଲରେ ପ୍ରାୟ 2.5 ରହିଥିବା ସୂଚନା ଦେଇଛି ଏନସିଏସ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.