ଓଡିଶା

odisha

ନବରାତ୍ର ପୂଜାର ଦ୍ୱିତୀୟ ଦିନରେ ମା’ ଦୁର୍ଗା ବ୍ରହ୍ମଚାରିଣୀ ବେଶରେ ପୂଜା ପାଆନ୍ତି, କାହିଁକି ଜାଣନ୍ତୁ...

By

Published : Oct 7, 2021, 5:11 PM IST

କଟକ: ଆଜି ନବରାତ୍ର ପୂଜାର ଦ୍ୱିତୀୟ ଦିନ। କଟକ ଗଡଚଣ୍ଡୀ ଶକ୍ତୀ ପୀଠରେ ମା’ ବନଦୁର୍ଗା ବେଶରେ ଦର୍ଶନ ଦେଉଥିବାବେଳେ ବ୍ରହ୍ମଚାରିଣୀ ରୂପରେ ମା’ଙ୍କର ପୂଜା କରାଯାଇଥାଏ। ତେବେ କ’ଣ ଏହି ବ୍ରହ୍ମଚାରିଣୀ ରୂପ ? କାହିଁକି ବ୍ରହ୍ମଚାରିଣୀ ରୂପରେ ମା’ଙ୍କୁ ପୂଜା କରାଯାଏ ? ଏହି ପୂଜାର ରୀତିନୀତି କ’ଣ ? ଶୁଣନ୍ତୁ କ’ଣ କହୁଛନ୍ତି ଗଡଚଣ୍ଡୀ ଶକ୍ତିପୀଠର ପୂଜକ ମନୋରଞ୍ଜନ ଦାସ ।

ABOUT THE AUTHOR

...view details