ଓଡିଶା

odisha

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Dec 28, 2021, 9:04 PM IST

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.Cylinder Blast in Bihar: ସିଲିଣ୍ଡର ବିସ୍ଫୋରଣରେ 5 ଶିଶୁ ମୃତ, ଆହତ ନେଇ ମିଳିନି ସ୍ପଷ୍ଟ ସୂଚନା

ବିହାରର ରଜୌନ ଅଞ୍ଚଳରେ ସିଲିଣ୍ଡର ବିସ୍ଫୋରଣରେ ୫ ଶିଶୁ ମୃତ । କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନର ତୁଙ୍ଗ ଅଧିକାରୀ ।

2.ଡେଲଟା ଛକରେ ବିୟର ବାରରେ ଗଣ୍ଡଗୋଳ, ମଦ ବୋତଲ ମାଡ଼ରେ ଯୁବକ ଗୁରୁତର

ନୂଆ ବର୍ଷ ପୂର୍ବରୁ ଗଣ୍ଡଗୋଳ । ଡେଲଟା ଛକରେ ବିୟର ବାରରେ ଆତଙ୍କ, ବିୟର ବୋତଲ ମାଡ଼ରେ ଯୁବକ ଗୁରୁତର ।

3.Under 19 Asia Cup: ସେମିରେ ବାଂଲାଦେଶକୁ ଭେଟିବ ଭାରତ

19 ବର୍ଷରୁ କମ ଏସିଆ କପ୍‌ ସେମିଫାଇନାଲରେ ବାଂଲାଦେଶକୁ ଭେଟିବ ଭାରତ ।

4.ମାଲକାନଗିରି ଗସ୍ତରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି: ୨୧ରୁ ଊର୍ଦ୍ଧ୍ବ ଆଇନଜୀବୀଙ୍କୁ ତାଲିମ ପ୍ରଦାନ

ମାଲକାନଗିରି ଗସ୍ତରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି (Odisha High Court Chief Justice)। ନୂତନ ଭାବେ ନିର୍ମିତ କୋର୍ଟରୁମ ଶୁଭାରମ୍ଭ କରିଛନ୍ତି ।

୫.Nandankan Foundation Day: ବୁଧବାର ନନ୍ଦନକାନନ ପ୍ରତିଷ୍ଠା ଦିବସ, ନବଜାତଙ୍କ ହେବ ନାମକରଣ

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଳିବ ୬୨ତମ ପ୍ରତିଷ୍ଠା ଦିବସ

୬.ମାଞ୍ଜା ସୂତା ବିକ୍ରି ହେଉଥିଲେ ତୁରନ୍ତ ପୋଲିସକୁ ଜଣାନ୍ତୁ, କଟକବାସୀଙ୍କୁ ଡିସିପିଙ୍କ ଅପିଲ

କୌଣସି ସ୍ଥାନରେ ସୂତା ବିକ୍ରି ଦେଖିଲେ ପୋଲିସକୁ ଜଣାଇବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି ପୋଲିସ DCP ପ୍ରତୀକ ସିଂ ।

୭.Kanpur Metro ଉଦଘାଟନ କଲେ ମୋଦି, ଟିକେଟ କାଟି କଲେ ଯାତ୍ରା

କାନପୁର ମେଟ୍ରୋ ରେଳ ପ୍ରକଳ୍ପର ସମ୍ପୂର୍ଣ୍ଣ ନିର୍ମାଣ ଅଂଶ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯୋଗୀ ଆଦିତ୍ୟାନାଥଙ୍କୁ କଲେ ପ୍ରଶଂସା ।

୮.Haryana Cabinet Expansion: ସାମିଲ ହେଲେ ୨ ନୂଆ ମନ୍ତ୍ରୀ

ସମ୍ପ୍ରସାରିତ ହୋଇଛି ହରିୟାଣାର ଖଟ୍ଟର ସରକାରଙ୍କ ମନ୍ତ୍ରୀମଣ୍ଡଳ । ସାମିଲ ହେଲେ ଦୁଇ ନୂଆମନ୍ତ୍ରୀ ।

୯.ରାଜ୍ୟରେ ଆଉଜଣେ କୁବେର କନିଷ୍ଠ ଯନ୍ତ୍ରୀ, ଭିଜିଲାନ୍ସ ରେଡ୍‌ରେ ମିଳିଲାଣି କୋଟିଏରୁ ଊର୍ଦ୍ଧ୍ବ ସମ୍ପତ୍ତି

ରାଜ୍ୟରେ ପୁଣି ଜଣେ କୁବେର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଟିମର ଚଢାଉ ।

୧୦.ଭୋଟ ପାଇଁ ନୋଟ ବାଣ୍ଟୁଛନ୍ତି ନବୀନ: ସୁର

ଜୱାଦରେ କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାରଙ୍କ ସହାୟତା ରାଶି ଘୋଷଣା ପରେ ଟାର୍ଗେଟ କଲେ ବିରୋଧୀ ।

ABOUT THE AUTHOR

...view details