ETV Bharat / city

ବୁଧବାର ନନ୍ଦନକାନନ ପ୍ରତିଷ୍ଠା ଦିବସ, ନବଜାତକଙ୍କର ହେବ ନାମକରଣ

author img

By

Published : Dec 28, 2021, 8:47 PM IST

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଳିବ ୬୨ତମ ପ୍ରତିଷ୍ଠା ଦିବସ(Nandankan Foundation Day) । ଅଧିକ ପଢନ୍ତୁ

Nandankan Foundation Day: ବୁଧବାର ନନ୍ଦନକାନନ ପ୍ରତିଷ୍ଠା ଦିବସ, ନବଜାତଙ୍କ ହେବ ନାମକରଣ
Nandankan Foundation Day: ବୁଧବାର ନନ୍ଦନକାନନ ପ୍ରତିଷ୍ଠା ଦିବସ, ନବଜାତଙ୍କ ହେବ ନାମକରଣ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଳିବ ୬୨ତମ ପ୍ରତିଷ୍ଠା ଦିବସ(Nandankan Foundation Day) । 29 ଡିସେମ୍ବର 1960ରେ ପ୍ରତିଷ୍ଠା ହୋଇଥିଲା ଏହି ପ୍ରାଣୀ ଉଦ୍ୟାନ ।

Nandankan Foundation Day: ବୁଧବାର ନନ୍ଦନକାନନ ପ୍ରତିଷ୍ଠା ଦିବସ, ନବଜାତଙ୍କ ହେବ ନାମକରଣ
Nandankan Foundation Day: ବୁଧବାର ନନ୍ଦନକାନନ ପ୍ରତିଷ୍ଠା ଦିବସ, ନବଜାତଙ୍କ ହେବ ନାମକରଣ
62 ବର୍ଷରେ ପଦାର୍ପଣ କରିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । 29 ଡିସେମ୍ବର 1960ରେ ପ୍ରତିଷ୍ଠା ହୋଇଥିଲା ଏହି ପ୍ରାଣୀ ଉଦ୍ୟାନ । ରାଜଧାନୀ ଭୁବନେଶ୍ବରର ହୃଦୟରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସମୟକ୍ରମେ ପାଲଟିଛି ଓଡିଶାର ଅନ୍ୟତମ ପରିଚୟ । ପ୍ରତି ବର୍ଷ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସ ଅବସରରେ କୌଣସି ଏକ ଜୀବଜନ୍ତୁଙ୍କର ନାମକାରଣ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ନବ ଜନ୍ମିତ ଜୀବଜନ୍ତୁଙ୍କର ନାମକରଣ କରାଯିବ ।

ତେବେ ନନ୍ଦନକାନନ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ଏବଂ ବନବାହିନୀ ମୁଖ୍ୟ ଶିଶିର କୁମାର ରଥ, ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ବନ୍ୟପ୍ରାଣୀ) ଓ ମୁଖ୍ୟ ବନ୍ୟା ପ୍ରାଣୀ ତତ୍ତ୍ୱାବଧାରକ ଶଶୀ ପଲ ଯୋଗଦେବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.