ETV Bharat / city

ଡେଲଟା ଛକରେ ବିୟର ବାରରେ ଗଣ୍ଡଗୋଳ, ମଦ ବୋତଲ ମାଡ଼ରେ ଯୁବକ ଗୁରୁତର

author img

By

Published : Dec 28, 2021, 8:47 PM IST

ନୂଆ ବର୍ଷ ପୂର୍ବରୁ ଗଣ୍ଡଗୋଳ । ଡେଲଟା ଛକରେ ବିୟର ବାରରେ ଆତଙ୍କ, ବିୟର ବୋତଲ ମାଡ଼ରେ ଯୁବକ ଗୁରୁତର । ଅଧିକ ପଢନ୍ତୁ

ଡେଲଟା ଛକରେ ବିୟର ବାରରେ ଆତଙ୍କ, ବିୟର ବୋତଲ ମାଡ଼ରେ ଯୁବକ ଗୁରୁତର
ଡେଲଟା ଛକରେ ବିୟର ବାରରେ ଆତଙ୍କ, ବିୟର ବୋତଲ ମାଡ଼ରେ ଯୁବକ ଗୁରୁତର

ଭୁବନେଶ୍ବର: ନୂଆ ବର୍ଷ ପୂର୍ବରୁ ଗଣ୍ଡଗୋଳ । ଡେଲଟା ଛକ ବିୟର ବାରରେ ଗଣ୍ଡଗୋଳ । ମଦ ବୋତଲ ମାଡରେ ଯୁବକ ଗୁରୁତର । ଜଣେ ଗ୍ରାହକ ଆତଙ୍କ ମଚାଇଥିବା ସୂଚନା ।

ଆହତ ଯୁବକ ନିକଟସ୍ଥ ପେଟ୍ରୋଲ ପମ୍ପର କର୍ମଚାରୀ ବୋଲି ଜଣାପଡିଛି । ଆକ୍ରମଣକାରୀ ଯୁବକମାନେ ପାଇକନାଗର ଅଞ୍ଚଳର ବୋଲି ପୋଲିସର ସୂଚନା । ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.