ମହିଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ମା' କଟକ ଚଣ୍ଡୀ

By

Published : Oct 5, 2022, 10:20 PM IST

thumbnail

କଟକ: ଆଜି ହେଉଛି ବିଜୟା ଦଶମୀ । ଏହି ଉପଲକ୍ଷେ ଶକ୍ତି ପୀଠରେ ମା’ କଟକ ଚଣ୍ଡୀ ମହିଷାମର୍ଦ୍ଦିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମା'ଙ୍କ ଏହି ବେଶ ଦେଖିବା ପାଇଁ ଶକ୍ତିପୀଠରେ ଭକ୍ତଙ୍କ ସମାଗମ ରହିଛି । କଟକ ସହ ଜିଲ୍ଲା ବାହାରୁ ମଧ୍ୟ ଭକ୍ତଙ୍କ ସମାଗମ ହୋଇଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.