ଶରଧାବାଲିରେ ଶ୍ରୀଜିଉ, ଦର୍ଶନ କରୁଛନ୍ତି ଭକ୍ତ

By

Published : Jul 2, 2022, 10:20 AM IST

thumbnail

ପୁରୀ: ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହୋଇଛି । ଭକ୍ତ ସମୁଦ୍ର ଭିତରେ ବଡ ଦେଉଳରୁ ଆସି ଶରଧାବାଲିରେ ପହଞ୍ଚିଛନ୍ତି ତିନି ଠାକୁର । ଆଜି ମହାପ୍ରଭୁ ଜନ୍ମବେଦିକୁ ପହଣ୍ଡି ବିଜେ କରିବେ । ଏହା ଭିତରେ ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.