ଶ୍ରାବଣର ପ୍ରଥମ ସୋମବାରରେ ଚଳଚଞ୍ଚଳ ହଟକେଶ୍ୱରଙ୍କ ପୀଠ

By

Published : Jul 18, 2022, 12:51 PM IST

thumbnail

ଖୋର୍ଦ୍ଧା: ଶ୍ରାବଣର ପ୍ରଥମ ସୋମବାର ପାଇଁ ଚଳଚଞ୍ଚଳ ଜିଲାର ବିଭିନ୍ନ ଶୈବ ପୀଠ । ବିଭିନ୍ନ ନଦୀରୁ ପବିତ୍ର ଜଳ ଆଣି ଶିବଙ୍କ ମସ୍ତକରେ ଢାଳିଛନ୍ତି କାଉଡ଼ିଆ । ଖୋର୍ଦ୍ଧାର ପ୍ରସିଦ୍ଧ ଶୈବ ପୀଠ ଭାବେ ପ୍ରସିଦ୍ଧି ଲାଭ କରିଥିବା ଏକାଦଶ ରୁଦ୍ର ହଟକେଶ୍ୱରଙ୍କ ପୀଠ ଚଳଚଞ୍ଚଳ ହୋଇଛି । ବିଶ୍ୱାସ ରହିଛି ନିଷ୍ଠାର ସହ ଶ୍ରାବଣ ଭାର ଆଣି ଶିବଙ୍କ ମସ୍ତକରେ ଢାଳିଲେ ମନସ୍କାମନା ପୂର୍ଣ୍ଣ ହୁଏ । ଭଗବାନଙ୍କ ଆଶିଷ ଲାଭ କରିବା ପାଇଁ କୋରୋନା ପାଚେରୀ ହୋଇ ରହିଥିବାବେଳେ, ଚଳିତ ବର୍ଷ ଜଳାଭିଷେକ କରି କାଉଡିଆଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.