ପୁଜା ପାଇଁ ସତର୍କ କରାଇଲେ ଭୁବନେଶ୍ୱର DCP

By

Published : Oct 2, 2022, 6:32 PM IST

thumbnail

ଦୁର୍ଗାପୂଜା ଅବସରରେ ଭୁବନେଶ୍ବର ଭିଡ ବଢ଼ିବା ଆରମ୍ଭ ହୋଇଛି । ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ସପ୍ତମୀ ପୂଜା ଆରମ୍ଭ ହୋଇଛି । ପୂଜା ସମୟରେ ରାଜଧାନୀରେ ଚୋରି ଛିନତାଇର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ଭିଡିଓ ବାର୍ତ୍ତା ଜାରି କରି ରାଜଧାନୀବାସୀଙ୍କୁ ସତର୍କ କରାଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ଗାଡ଼ି ନେଇ ବାହାରକୁ ଯାଉଥିଲେ ଡବଲ ଲକ୍‌ ପକାଇବାକୁ ସେ ଅନୁରୋଧ କରିଛନ୍ତି । ତା ସହିତ ଘରେ କେହି ନରହିଲେ ପୋଲିସ୍‌କୁ ଅବଗତ କରାଇବାକୁ ସେ ପରାମର୍ଶ ଦେଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.