ଚାଲିଛି ମାଆଙ୍କ ଷଷ୍ଠୀ ପୂଜା, କାତ୍ୟାୟନୀ ରୂପରେ ଦର୍ଶନ ଦେଉଛନ୍ତି ଜଗତ ଜନନୀ

By

Published : Oct 1, 2022, 1:27 PM IST

thumbnail

ଭବାନୀପାଟଣା: ଆଜି ଜଗତ ଜନନୀ ମା' ଦୁର୍ଗାଙ୍କ ମହାଷଷ୍ଠୀପୂଜା । କାତ୍ୟାୟନୀ ରୂପରେ ଦର୍ଶନ ଦେଉଛନ୍ତି ମା'। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପ ସମେତ ଶକ୍ତି ପୀଠ ଗୁଡିକରେ ପୂଜା ପାଉଛି ଜଗତ ଜନନୀ । ଆଜି ମଣ୍ଡପରେ ମା'ଙ୍କ ମହାଷଷ୍ଠୀ ପୂଜା ବିଧି ଚାଲୁଥିବାବେଳେ ବିଭିନ୍ନ ଶକ୍ତିପୀଠରେ ମହାସପ୍ତମୀ ପୂଜା ହେଉଛି । ପରମ୍ପରା ଅନୁଯାୟୀ ବିଶ୍ବାସ ରହିଛି ନବରାତ୍ରୀରେ ମା'ଙ୍କ ଭିନ୍ନଭିନ୍ନ ରୂପକୁ ପୂଜା କଲେ ଆସୁଥିବା ସମସ୍ତ ବାଧା ବିଘ୍ନ ଦୂର ହେବା ସହ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.