ଛାତ ଥିଲେ ବି ଛତା ଧରି ବ୍ୟବସାୟ କରୁଛନ୍ତି ଆଦିବାସୀ ମହିଳା

By

Published : Oct 25, 2019, 5:46 PM IST

thumbnail

କୋରାପୁଟ: ଅଦିନିଆ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ତଥାପି ବର୍ଷା ପବନକୁ ଖାତିର ନ କରି ପାଖ ଆଖ ଗାଁଗଣ୍ଡାରୁ ଆଦିବାସୀ ମହିଳା ଚାଷୀ ନିଜ ବାଡ଼ି ବଗିଚାରେ ଫଳିଥିବା ପରିବା ନେଇ ସହର ମଧ୍ୟକୁ ଆସିବା ଛାଡିନାହାନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.