ନୂଆବର୍ଷରେ ସୁନାବେଶରେ ଝଟକିଲେ ମା ଘଟଗାଁ ତାରିଣୀ

By

Published : Jan 1, 2022, 10:59 AM IST

thumbnail

କେନ୍ଦୁଝର: ଆଜି ନୂତନ ବର୍ଷ । ଏବି ଅବସରରେ ଆଜି ସୁନାବେଶରେ ଦର୍ଶନ ଦେଉଛନ୍ତି ମା' ଘଟଗାଁ ତାରିଣୀ । ନୂଆବର୍ଷ ପାଇଁ କଟକଣା ଜାରି ହୋଇଥିବା ବେଳେ ମା'ଙ୍କ ଏହି ବେଶକୁ ଦର୍ଶନ କରିବାରୁ ବଞ୍ଚିତ ଶ୍ରଦ୍ଧାଳୁ । କିନ୍ତୁ ପୂଜକ ସାରା ବିଶ୍ୱର ମଙ୍ଗଳ ପାଇଁ ପୂଜାର୍ଚ୍ଚନା କରିଛନ୍ତି । କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.