Odisha Assembly Winter Session: ବିଧାନସଭାରେ ବିରୋଧୀଙ୍କ ଘଣ୍ଟମାଡ

By

Published : Dec 7, 2021, 5:44 PM IST

thumbnail

ଭୁବନେଶ୍ବର: ବିଧାନସଭାରେ ଜାରି ରହିଛି ମମିତା ଝଡ। ଷୋଡଶ ବିଝାନସଭାର ଅଷ୍ଟମ ଅଧିବେଶନର ଷଷ୍ଠ ଦିବସରେ ମଧ୍ୟ ଚାଲି ପାରିଲାନାହିଁ ପ୍ରଶ୍ନକାଳ କି ଶୂନ୍ୟକାଳ । ସରକାରୀ ଦଳକୁ ସଦବୁଦ୍ଧି ଦିଅନ୍ତୁ ମହାପ୍ରଭୁ ଜଗନ୍ନାଥ, ଏହା କାମନା କରି ବିରୋଧୀ ବିଜେପି ଗୃହରେ ଘଣ୍ଟ ଘଣ୍ଟି ମାଡ କରିବା ସହ ମହାପ୍ରଭୁ ଜଗନ୍ନାଥଙ୍କ ଶରଣ ପଶିଛି । ଦେଖନ୍ତୁ ଏନେଇ କଣ କହୁଛନ୍ତି ବିଜେପି ବିଧାୟକ ଗଣ....

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.