BJP Rally on Mamita Murder Case: ଧସ୍ତାଧସ୍ତି ପରେ ପୋଲିସର ଲାଠିଚାର୍ଜ

By

Published : Dec 9, 2021, 5:05 PM IST

thumbnail

ଭୁବନେଶ୍ବର: ମମିତା ହତ୍ୟା ପ୍ରସଙ୍ଗ (Mamita Meher Case)ରେ ଆଜି (ଗୁରୁବାର) ବିଧାନସଭା ଘେରାଉ କରିଥିଲା ବିଜେପି ଯୁବ ମୋର୍ଚ୍ଚା । ହେଲେ ଲୋୟର ପିଏମଜିରେ ଦେଖିବାକୁ ମିଳିଥିଲା ପୋଲିସ ଓ ଆନ୍ଦୋଳନାକରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ (Clash between Police and BJP workers) । ପୋଲିସ ଉପରକୁ ଢେଲା ପଥର ମାଡ଼ ମଧ୍ୟ କରିଥିଲେ ବିଜେପି ଯୁବ ମୋର୍ଚ୍ଚା (BJP Youth Wing) । ପୋଲିସ ଗାଡି଼ ଭାଙ୍ଗିବା ସହ ଅନେକ ପୋଲିସ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଆହତ ମଧ୍ୟ ହୋଇଛନ୍ତି । ଅଧିକରୁ ଅଧିକ ପୋଲିସ ମୁତୟନ କରିଥିଲେ ମଧ୍ୟ ଶେଷରେ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ଲାଠି ଚାର୍ଜ କରି ଘଉଡାଇଥିଲା । ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.