ହସୁଛି କାଶତଣ୍ଡୀ: କିଣୁଛି କବି ପ୍ରାଣ, ଭରୁଛି ନବରୋମାଞ୍ଚ

By

Published : Oct 11, 2020, 2:58 PM IST

thumbnail

ଆନନ୍ଦପୁର: କାଶତଣ୍ଡୀ ଫୁଲ । ଶରତ ଋତୁରେ ପ୍ରକୃତିର ଏକ ବିଚିତ୍ର ସୃଷ୍ଟି । ରାସ୍ତାକଡ ହେଉ ଅବା ନଈପଠା, ସବୁଠି ଏବେ କାଶତଣ୍ଡୀ ଫୁଲର ଭଣ୍ଡାର । କବି ପ୍ରାଣରେ କାଶତଣ୍ଡୀ ଭରିଦିଏ ନବ ରୋମାଞ୍ଚ । କାଶତଣ୍ଡୀ ଫୁଲର ଚାମର ସ୍ପର୍ଶରେ ଧରାବତରଣ କରନ୍ତି ମା’ ଦୁର୍ଗା । ଶରୀର ଓ ମନକୁ ଉତଫୁଲ୍ଲିତ କରି ଗଢିତୋଳେ କାଶତଣ୍ଡୀ । ଶୀତଋତୁ ଆଗମନର ବାର୍ତ୍ତାବହ ଏହି କାଶତଣ୍ଡୀ ଫୁଲ । ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.