ଡିଜିଟାଲ ଡାଏଲଗରେ ବିଷ୍ଣୁ ସେଠୀ; କହିଲେ କିପରି ସରକାର ଗଢିବ ବିଜେପି ?

By

Published : Feb 6, 2021, 6:11 PM IST

Updated : Feb 6, 2021, 7:56 PM IST

thumbnail

ଇଟିଭି ଭାରତ ଡିଜିଟାଲ ଡାଏଲଗରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ବ୍ୟକ୍ତିଗତ ମତମତାନ୍ତର ସହ, ରାଜ୍ୟର ବୃହତର ପ୍ରସଙ୍ଗ, ବିଧାନସଭାରେ ଦଳୀୟ ମୁଦ୍ଦା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ବେକାରୀ, ଅଭାବୀ ଧାନ ବିକ୍ରି, ଖଣି, ପାଣି, ପ୍ରାକୃତିକ ସମ୍ପଦ, ଆତ୍ମନିର୍ଭର ଓଡିଶା, ଶିଳ୍ପ, ପର୍ଯ୍ୟଟନ ଶିକ୍ଷା, ସ୍ବାସ୍ଥ୍ୟ ପ୍ରସଙ୍ଗରେ ରଖିଲେ ବଳିଷ୍ଠ ତର୍କ । ବିଜେପି କେବେ, କିପରି କ୍ଷମତାକୁ ଫେରିବ କହିଲେ ଗୁମର କଥା । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର ...

Last Updated : Feb 6, 2021, 7:56 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.