ମାୟାନଗରୀରେ ବି-ଟାଉନ ଅଭିନେତ୍ରୀ

By

Published : Apr 2, 2021, 10:59 AM IST

thumbnail

ମୁମ୍ବାଇ: ମିଡିଆ କ୍ୟାମେରାରେ ବଲିଉଡ ସୁନ୍ଦରୀ । ମୁମ୍ବାଇର ଏୟାରପୋର୍ଟରେ ନଜର ଆସିଲେ ଅଭିନେତ୍ରୀ ଅମାୟରା ଦସ୍ତୁର, ସନ୍ନି ଲିଓନୀ, ସୋହା ଅଲ୍ଲୀ ଖାନ । ସେହିପରି ଭଉଣୀ ଇସାବେଲଙ୍କ ସହ ଦେଖିବାକୁ ମିଳିଲା ସେକ୍ସୀ କ୍ୟାଟ୍ରିନା କୈଫଙ୍କୁ । ଅନ୍ୟପଟେ ମିଡିଆ କ୍ୟାମେରାରେ ପୋଜ ଦେଲେ ବେଲି ଡାନ୍ସର ନୋରା ଫତେହି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.