ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ବିଶ୍ଵ ଏଡସ ଦିବସ ପାଳନ

By

Published : Dec 1, 2022, 5:36 PM IST

Updated : Feb 3, 2023, 8:34 PM IST

thumbnail

ଝାରସୁଗୁଡା : ଆଜି ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ବିଶ୍ଵ ଏଡସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଏହି ରାଲିରେ ଝାରସୁଗୁଡା ସହରାଞ୍ଚଳର ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ, ସାମାଜିକ ସଂଗଠନ, ସ୍ବେଚ୍ଛାସେବୀ ସଂଗଠନମାନେ ଯୋଗଦେଇ ଏଚଆଇଭି ଏଡସ ସଚେତନତା ପାଇଁ ରାଲି କରିଥିଲେ। କେମିତି ଏହି ରୋଗ ବ୍ୟାପିଥାଏ, କଣ ପାଇଁ ଏହି ରୋଗ ହୁଏ ଓ ଏଥିରୁ କେମିତି ନିଜକୁ ନିବୃତ ରଖି ହେବ ତାହାକୁ ନେଇ ଏହି ରାଲିର ମୁଖ୍ୟ ଲକ୍ଷ୍ୟ ଥିଲା। ଇଟିଭି ଭାରତ, ଝାରସୁଗୁଡ଼ା

Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.