T20 World Cup: ଆଡିଲେଡରେ ପହଁଞ୍ଚିଲା ଟିମ୍ ଇଣ୍ଡିଆ

By

Published : Oct 31, 2022, 11:08 PM IST

Updated : Feb 3, 2023, 8:30 PM IST

thumbnail

ଆଡିଲେଡ : ନଭେମ୍ବର ୨ ତାରିଖ ବୁଧବାର ବାଂଲାଦେଶକୁ ଭେଟିବ ଭାରତ । ଏନେଇ ଟିମ୍ ଇଣ୍ଡିଆ ଆଡିଲେଡରେ ପହଁଞ୍ଚିଛି । ଭାରତୀୟ ସମୟ ୧.୩୦ PMରେ ଆଡିଲେଡ ଓଭଲରେ ମ୍ୟାଚ ଆରମ୍ଭ ହେବ । ନେଦରଲାଣ୍ଡ ବିପକ୍ଷ ମ୍ୟାଚ ଭାରତ ପାଇଁ ଗୁରୁତ୍ବ ବହନ କରୁଛି । ସେମିଫାଇନାଲ ପାଇଁ ଟିକଟ୍ ହାତେଇବାକୁ ହେଲେ ଭାରତକୁ ଏହି ମ୍ୟାଚଟି ଜିତିବାକୁ ପଡିବ । ଭାରତ ଗ୍ରୁପର ୨ ଚାରି ପଏଣ୍ଟ ସହିତ ଦ୍ବିତୀୟ ସ୍ଥାନରେ ରହିଛି । ଭାରତ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ ଖେଳିସାରିଛି । ପାକିସ୍ତାନ ଓ ନେଦରଲାଣ୍ଡସ ବିପକ୍ଷରେ ଭାରତ ବିଜୟୀ ହୋଇଥିବା ବେଳେ ପର୍ଥରେ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇଛି ।

Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.