ବିଶ୍ବକପ ଛଡ଼ାଇ ନେଲା ଇଂଲଣ୍ଡ, ପାକିସ୍ତାନ ଫ୍ୟାନ୍ସ ନିରାଶ

By

Published : Nov 13, 2022, 9:09 PM IST

Updated : Feb 3, 2023, 8:32 PM IST

thumbnail

ମେଲବର୍ଣ୍ଣ: ଟି ୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଇଂଲଣ୍ଡ ଠାରୁ ପରାସ୍ତ ହୋଇଛି ପାକିସ୍ତାନ । ମେଲବର୍ଣ୍ଣରେ ନିରାଶ ହେଲେ ପାକିସ୍ତାନୀ କ୍ରିକେଟ ପ୍ରେମୀ । ବାବର ଆଜମ ଏବଂ ରିଜୱାନ ଭଲ ପ୍ରଦର୍ଶନ କରିନଥିବା କହିଲେ ପାକସ୍ତାନୀ ଫ୍ୟାନ୍ସ । ଆଜିର ମ୍ୟାଚରେ ପାକିସ୍ତାନ  ଭଲ ପ୍ରଦର୍ଶନ କରିବ ବୋଲି ଆମେ ଆଶା ରଖିଥିଲୁ କନ୍ତୁ ଟି୨୦ କପର ନିଟତର ହୋଇ ହାରିଯିବା ପରେ ଆମେ ନିରାଶ ହେଇଛୁ।

Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.