ମହାପ୍ରଭୁଙ୍କ କୁନି ଭକ୍ତ ରାଉରକେଲାର ସୌମ୍ୟ ସାଗର, ଦେଖନ୍ତୁ ଭିଡିଓ

By

Published : Jun 20, 2023, 10:38 PM IST

thumbnail

ରାଉରକେଲା: ଆଜି ସମଗ୍ର ବିଶ୍ବରେ ପାଳିତ ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କର ରଥାଯାତ୍ରା । ପୁରୀ ଧାମରୁ ଆରମ୍ଭ କରି ଦେଶ ଓ ବିଶ୍ବବ୍ୟାପୀ ବିଭିନ୍ନ ସ୍ଥାନରେ ଆଜି ଜଗନ୍ନାଥଙ୍କ ରଥ ଗଡିଛି । ମହାପ୍ରଭୁ ଜଗନ୍ନାଥଙ୍କ ପ୍ରେମରେ ରାଉରକେଲାର ଜଣେ ୯ ବର୍ଷୀୟ ବାଳକ । ରାଉରକେଲାରେ ରଥଯାତ୍ରା ସମୟରେ ଚମକୁଛି ନଅ ବର୍ଷୀୟ ସୌମ୍ୟ ସାଗର ରାୟଙ୍କ ଭକ୍ତି । ଜଗନ୍ନାଥଙ୍କ ପ୍ରତି ଭକ୍ତି କାରଣରୁ ପ୍ରତିବର୍ଷ ରଥଯାତ୍ରାକୁ ପାଳନ କରୁଛନ୍ତି ଏହି କୁନି ଭକ୍ତ । ରାଉରକେଲା ସହରର ସେକ୍ଟର-15 ରେ ଭକ୍ତି ଓ ବିଶ୍ୱାସର ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି । ସୌମ୍ୟ ତଙ୍କର ପାଞ୍ଚଜଣ ସାଙ୍ଗକୁ ଧରି ନିର୍ମାଣ କରିଛନ୍ତି କୁନି ରଥ । ଆଜି ପବିତ୍ର ରଥ ଯାତ୍ରାରେ ମହାପ୍ରଭୁଙ୍କୁ ନେଇ ସୌମ୍ୟଙ୍କ କୁନି ରଥ । ରଥ ଟାଣି ସେ ବେଶ ଖୁସି । ଶୁଣନ୍ତୁ କ’ଣ କହୁଛନ୍ତି କୁନି ଭକ୍ତ ସୌମ୍ୟ । 

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.