Digital Dialogue: ସଂଗୀନ ଅଭିଯୋଗ ସତ୍ତ୍ୱେ ମନ୍ତ୍ରୀ ସମୀର ଦାସଙ୍କ ବିରୋଧରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ ?

By

Published : Oct 29, 2022, 6:58 PM IST

Updated : Feb 3, 2023, 8:30 PM IST

thumbnail

ଭୁବନେଶ୍ୱର: ବିରୋଧୀ ଦଳ ହିସାବରେ ବିଜେପି କାମ କରୁଛି । ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହେଉଛି । ନିଜେ ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବରୁ ହୋଇଥିବା କଥାବର୍ତ୍ତା ଅଡିଓରେ ଏହା ସ୍ପଷ୍ଟ ହେଉଛି । ଅଡିଓ ଯାଞ୍ଚ ସହ ମାମଲତାର ତ୍ବରିତ ତଦନ୍ତ ପାଇଁ ଆମେ ପୋଲିସ ଉପରେ ଚାପ ପ୍ରୟୋଗ କଲୁ । ସେହି ଅନୁସାରେ ପୋଲିସ ତଦନ୍ତ ଆରମ୍ଭ କଲା । ହେଲେ ସରକାରୀ କଳର ଚାପ ପାଇଁ ପୋଲିସ ଚେପା ହୋଇଯାଇଛି । ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ଓଡିଶା ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ସଭାପତି ତଥା ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡା । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷତକାର । ସାକ୍ଷାତାକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା ।

Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.