Rivaba Jadeja: ସ୍ବାମୀଙ୍କ ସମର୍ଥନ ଶବ୍ଦରେ ବର୍ଣ୍ଣନା ସମ୍ଭବ ନୁହେଁ: ରିଭାବା ଜାଡେଜା

By

Published : Dec 8, 2022, 5:08 PM IST

Updated : Feb 3, 2023, 8:35 PM IST

thumbnail

ଗାନ୍ଧୀନଗର: ଡବଲ ଇଞ୍ଜିନ ସରକାର ଦ୍ବାରା ଗୁଜୁରାଟ ବିକାଶର ନୂଆ ଶିଖର ଛୁଇଁବ । ପ୍ରଧାନମନ୍ତ୍ରୀ ମୋଦି ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲଙ୍କ ସହଯୋଗ ସମର୍ଥନ ପାଇଁ କୃତଜ୍ଞ । ଏହି ବିଜୟ ରିଭାବା ଜାଡେଜାର ନୁହେଁ । ଏହି ବିଜୟ ଗୁଜୁରାଟ ଜନତାଙ୍କର । ପ୍ରତ୍ୟେକ ବିଜେପି କାର୍ଯ୍ୟକର୍ତ୍ତାଙ୍କର । ମୋର କୌଣସି ଆଶା ଅଭିଳାଶ ନାହିଁ । ଦଳ ଯେଉଁ ଦାୟିତ୍ବ ଦେବ ମୋର ସାଧ୍ୟ ମତେ ତୁଳାଇବି । ମୋର ଆଦର୍ଶ ମୋର ଅଭିମାନ ପ୍ରଧାନମନ୍ତ୍ରୀ ମୋଦି । ତାଙ୍କର ପ୍ରେରଣା ମୋ ପାଇଁ ଯଥେଷ୍ଟ । ସ୍ବାମୀ ହିସାବରେ ରବିନ୍ଦ୍ର ଜାଡେଜା ଯେଉଁ ମାନସିକ ଶକ୍ତି ଦେଇଛନ୍ତି ତାହା ଶବ୍ଦରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ । ତାଙ୍କର ସମର୍ଥନ ସହଯୋଗ ବିନା ମୁଁ କିଛି ନୁହେଁ । ଜାମନଗର ଇଷ୍ଟ ଆସନରୁ ବିଜେପି ଟିକେଟର ବିଜୟୀ ହେବା ପରେ ଏହା କହିଛନ୍ତି କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା । ଦେଖନ୍ତୁ ସାକ୍ଷାତକାର ।

Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.