Digital Dialogue: ଏକ ପାଖିଆ ଭାବେ ଆମେ ନିର୍ବାଚନ ଜିତିବୁ: ଲେନିନ ମହାନ୍ତି

By

Published : Aug 19, 2023, 9:36 PM IST

thumbnail

ଭୁବନେଶ୍ବର: ଏକ ପାଖିଆ ନିର୍ବାଚନ ହେବ । ଆମେ  ପୂର୍ବଥର ଅପେକ୍ଷା ଅଧିକ ଭୋଟରେ ଜିତିବୁ।  ଇଟିଭି ଭାରତ ଡିଜିଟାଲ ଡାଏଗଲ କାର୍ଯ୍ୟକ୍ରମକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେ କହିଛନ୍ତି, "ରାଜ୍ୟରେ ଏକପାଖିଆ ନିର୍ବାଚନ ହେବା।  ଓଡିଶାବାସୀଙ୍କୁ ଧନ୍ୟବାଦ୍ୟ ଯେ ଆମର ନେତା ନବୀନ ପଟ୍ଟନାୟକ। ୫ଟି ରୂପାନ୍ତରି କରଣ ପ୍ରକ୍ରିୟା ଯେପରି ଚାଲିଛି ସେଥିରେ ଲୋକଙ୍କ ବିକାଶ ହେଉଛି। ଗତ ନିର୍ବାଚନ ପରେ ପଞ୍ଚାୟତ ଓ ପୌରୋ ନିର୍ବାଚନରେ ତାହାର ପ୍ରତିଫଳନ ଦେଖିବାକୁ ମିଳିଛି। ଏପରିକି ଉପନିର୍ବାଚନରେ ମଧ୍ୟ ଲୋକମାନେ ବିଜେଡିକୁ ମୋହର ମାରିଲେ। ତେଣୁ ଜନମତ ବିଜେଡି ସହ ଅଛି। ଆମେ ପୁଣି ସରକାର ଗଢ଼ିବୁ । ସେହିପରି ବିଜେଡି ବିଜେପି ମେଣ୍ଟ ସହ ମଣିପୁର ପ୍ରସଙ୍ଗରେ ମଧ୍ୟ ଦଳର ପକ୍ଷ ରଖିଛନ୍ତି ଲେନିନ ମହାନ୍ତି ।"

 ଦେଖନ୍ତୁ ଲେନିନ ମହାନ୍ତିଙ୍କ ସହ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.