Cricket World Cup 2023: ଭାରତ ବନାମ ଇଂଲଣ୍ଡ, ଏମିତି ଆକଳନ କଲେ ଓସିଏ ଚୟନ କମିଟି ଅଧ୍ୟକ୍ଷ

By ETV Bharat Odisha Team

Published : Oct 29, 2023, 3:31 PM IST

thumbnail

କଟକ: ଆଇସିସି ଦିନିକିଆ ବିଶ୍ବକପ୍‌ ୨୦୨୩ରେ ଆଜି ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡକୁ ଭେଟିଛି ଭାରତ । ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଖେଳାଯାଉଛି ଏହି ହାଇ ପ୍ରୋଫାଇଲ୍‌ ମୁକାବିଲା । ଗୋଟିଏ ପଟେ ଭାରତ ଏହି ମ୍ୟାଚ୍‌ ଜିତି ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରୁଥିବାବେଳେ ଅନ୍ୟପଟେ ୫ ମ୍ୟାଚ୍‌ରୁ କେବଳ ଗୋଟିଏ ବିଜୟ ସହ ପଏଣ୍ଟ ଟେବୁଲର ୧୦ମ ସ୍ଥାନରେ ରହିଥିବା ଇଂଲଣ୍ଡ ମଧ୍ୟ ସେମିଫାଇନାଲ୍‌ ରେସ୍‌ରେ ସାମିଲ ରହିବା ପାଇଁ ଏହି ମ୍ୟାଚ୍‌ ଜିତିବାକୁ ପ୍ରୟାସ କରିବ । ତେବେ କିପରି ରହିବ ଏହି ମ୍ୟାଚ୍‌, ସେନେଇ ଇଟିଭି ଭାରତ ସହ ସିଧାସଳଖ ଆଲୋଚନା କରିଥିଲେ ଓସିଏ ଚୟନ କମିଟି ଅଧ୍ୟକ୍ଷ ପ୍ରଭଞ୍ଜନ ମଲ୍ଲିକ । ଶୁଣନ୍ତୁ ଉଭୟ ଦଳର ରଣନୀତି ନେଇ କଣ କହୁଛନ୍ତି ପ୍ରଭଞ୍ଜନ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.