କିଶାନ ମାରିଲେ ଦ୍ୱିଶତକ, ଇଟିଭି ଭାରତରେ ପରିବାର ବଖାଣିଲେ ପୁଅର ସଂଘର୍ଷ କାହାଣୀ

By

Published : Dec 10, 2022, 8:19 PM IST

Updated : Feb 3, 2023, 8:35 PM IST

thumbnail

ପାଟନା: ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଦ୍ରୁତତମ ଦ୍ବିଶତକ ହାସଲ କରିଛନ୍ତି ଇଶାନ କିଶାନ । ଏପଟେ ବାପା ମା’ ଖୁସି ବ୍ୟକ୍ତି କରିଛନ୍ତି । ମାତ୍ର ୧୨୬ ବଲରେ ଇଶାନ କିଶାନ ନିଜର ପ୍ରଥମ ଦ୍ବିଶତକ ହାସଲ କରିଛନ୍ତି । ସେ ୧୩୧ ବଲରୁ ୨୪ ଚୌକା ଓ ୧୦ ଟି ଛକା ସହାୟତାରେ ୨୧୦ ରନର ପାଳି ଖେଳିଥିଲେ । ଏବାବଦରେ ଇଟିଭି ଭାରତର ସମ୍ବାଦଦାତା ଇଶାନ କିଶାନଙ୍କ ବାପା ମା’ଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି । ଇଟିଭି ଭାରତ, ପାଟନା

Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.