ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଘଟଣା, ନିନ୍ଦା କଲେ ପ୍ରତାପ ଷଡ଼ଙ୍ଗୀ

By

Published : Nov 12, 2022, 8:13 PM IST

Updated : Feb 3, 2023, 8:32 PM IST

thumbnail

ବାଲେଶ୍ବର: ମହାମହିମ ରାଷ୍ଟ୍ରପତିଙ୍କ ପ୍ରତି ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରିଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ସାରା ଓଡିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି(Akhil Giris objectionable remarks against President) । ବିଭିନ୍ନ ଦଳର ବରିଷ୍ଠ ନେତାମାନେ ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହ ସମ୍ପୃକ୍ତ ଟିଏମସି ନେତା ତଥା ମନ୍ତ୍ରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ବଙ୍ଗୀୟ ମନ୍ତ୍ରୀଙ୍କ ଅଶାଳୀନ ବୟାନକୁ କଡା ନିନ୍ଦା କରିଛନ୍ତି । ଇଟିଭି ଭାରତ, ବାଲେଶ୍ବର

Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.