Indian Navy Parade Rehearsal: ଚର୍ଚ୍ଚିତ ବଲିଉଡ ଗୀତରେ କମ୍ପିଲା ପରେଡ ମୈଦାନ

By

Published : Jan 23, 2022, 10:38 PM IST

thumbnail

ନୂଆଦିଲ୍ଲୀ: ରାଜପଥରେ ଭାରତର 73ତମ ଗଣତନ୍ତ୍ର ଦିବସ ପାଳନ ପାଇଁ ଚାଲିଛି ପ୍ରସ୍ତୁତି। ପରେଡ ଅଭ୍ୟାସ କରୁଛନ୍ତି ସୈନ୍ୟମାନେ। ଭାରତୀୟ ନୌସେନାର ବ୍ୟାଣ୍ଡ ବଲିଉଡ ଗୀତର ସ୍ୱର ବଜାଉଛନ୍ତି । ଏହାସହ ସୈନ୍ୟମାନେ ଗୀତର ତାଳେ ତାଳେ ନାଚୁଛନ୍ତି । ବଲିଉଡରେ ଚର୍ଚ୍ଚିତ ଗୀତ 'ମୋନିକା ଓ ମାଇଁ ଡାର୍ଲିଂ' ସ୍ୱର ଶୁଣିବାକୁ ମିଳୁଛି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.