ତୃତୀୟ ଲହର ଆସିବା ଆଶଙ୍କା କେତେ, ସଂକ୍ରମଣ ରୋକିବ କି ଟିକା ?

By

Published : May 1, 2021, 5:58 PM IST

Updated : May 1, 2021, 6:54 PM IST

thumbnail

ମରାତ୍ମକ ମହାମାରୀ କୋରୋନାକୁ ମାତ ଦେବା ପାଇଁ ଟିକା କେତେ ଉପଯୋଗୀ ? 130 କୋଟି ଜନସଂଖ୍ୟା ବିଶିଷ୍ଟ ଭାରତରେ କୋରୋନା ମୁକାବିଲା ପାଇଁ ଟିକାକରଣ ହେବ କି ଫଳପ୍ରଦ ? ପ୍ରଥମ ଓ ଦ୍ବିତୀୟ ଡୋଜ ଟିକା ଓ ଏହାକୁ ନେବା ପରେ କଣ ହେବ ଫାଇଦା ? କୋରୋନା ମହାମାରୀ ବିରୋଧୀ ପଦକ୍ଷେପ ଓ ପ୍ରତିଷେଧକ ଟିକାକୁ ନେଇ ଏଥର ଇଟିଭି ଭାରତର ବିଶେଷ କାର୍ଯ୍ୟକ୍ରମ ‘ଡିଜିଟାଲ ଡାଏଲଗ’ରେ ଆମ ସହ ଅଛନ୍ତି ବରିଷ୍ଠ ଡାକ୍ତର, ବିଶେଷଜ୍ଞ ତଥା କିମ୍ସ କ୍ୟାନ୍ସର ସେଣ୍ଟର ନିର୍ଦ୍ଦେଶକ ପ୍ରଫେସର ଡା. ବିଧୁ କଲ୍ୟାଣ ମହାନ୍ତି । ଶୁଣନ୍ତୁ କଣ ରହିଛି ଏ ପ୍ରସଙ୍ଗରେ ତାଙ୍କର ମତ ଓ ପରାମର୍ଶ .. ଭୁବନେଶ୍ବରରୁ ବ୍ୟୁରୋ ଚିଫ, ରୁଦ୍ରନାରାୟଣ ଦାସ

Last Updated : May 1, 2021, 6:54 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.