ଓଡିଶାର ସ୍ବାର୍ଥ୍ୟ ପାଇଁ ଯାହା ଆବଶ୍ୟକ କରିବି: ବିଶେଶ୍ବର ଟୁଡୁ

By

Published : Jul 11, 2021, 4:55 PM IST

Updated : Jul 11, 2021, 5:05 PM IST

thumbnail

ଗଠନ ହୋଇସାରିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ଟିମ୍‌ । ଏଥର ମୋଦି କ୍ୟାବିନେଟରେ ସାମିଲ ହୋଇଛନ୍ତି ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ । ଆଦିବାସୀ ନେତା ଭାବରେ ଓଡିଶାରେ ରହିଛି ବିଶେଶ୍ବର ଟୁଡୁଙ୍କ ସ୍ବତନ୍ତ୍ର ସ୍ଥାନ । 2019 ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ଆସନରୁ ନିର୍ବାଚନ ଲଢି ବିଜୟ ହାସଲ କରିଥିଲେ ବିଶେଶ୍ବର । ଇଟିଭି ଭାରତର ଡିଜିଟାଲ ଡାଏଲଗରେ ଦେଖନ୍ତୁ ବିଶେଶ୍ବର ଟୁଡୁଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର...

Last Updated : Jul 11, 2021, 5:05 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.