ରାଜଧାନୀରେ ଦାଣ୍ଡିଆ ନାଇଟ୍‌, ଦେଖନ୍ତୁ ଭିଡିଓ

By

Published : Oct 7, 2019, 3:56 AM IST

thumbnail

ଭୁବନେଶ୍ବର: ଚାଲିଛି ଶାରଦୀୟ ଦୁର୍ଗା ପୂଜା । ବେଶ ଚଳଚଞ୍ଚଳ ହୋଇପଡିଛି ରାଜଧାନୀ ଭୁବନେଶ୍ବର । ମା' ଦୁର୍ଗାଙ୍କ ପୂଜା ଅର୍ଚ୍ଚନା ସହ ରାତିରେ ଜମୁଛି ଦାଣ୍ଡିଆ ନାଇଟ୍‌ । ପ୍ରଥମ କରି ରାଜ୍ୟ ଟୁରିଜିମ୍‌ ବିଭାଗରୁ ଭୁବନେଶ୍ବର ସ୍ଥିତ ପାନ୍ଥ ନିବାସରେ ଦାଣ୍ଡିଆ ନାଇଟର ଆୟୋଜନ କରାଯାଇଛି । ଓଡ଼ିଆ ଖାଦ୍ୟ ସହ ଗୁଜୁରାତି ଖାଦ୍ୟର ଫିୟୁଜନ ଓ ଦାଣ୍ଡିଆ ନାଇଟ ବେଶ ମଜା ଉଠାଉଛନ୍ତି ରାଜଧାନୀବାସୀ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.