ବଜେଟ-2020: କମିପାରେ ଆୟକର, ସଙ୍କେତ ଦେଲେ ଅନୁରାଗ

By

Published : Dec 28, 2019, 8:15 PM IST

thumbnail

ନୂଆଦିଲ୍ଲୀ:ଆସନ୍ତା ବଜେଟରେ ଆୟକର ଟିକସ ହ୍ରାସ ହୋଇପାରେ । ହିମାଞ୍ଚଳ ପ୍ରଦେଶରେ ‘ଇଟିଭି ଭାରତ’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଏଭଳି ସଙ୍କେତ ଦେଇଛନ୍ତି ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର । ଏଥିସହ ମୋଦି ସରକାରଙ୍କ ସଫଳତା ଓ କର ରିହାତି ନେଇ ସେ ବଖାଣିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.