ETV Bharat / state

ସିଏଏକୁ ବିରୋଧ, ସୁବର୍ଣ୍ଣପୁରରେ ବନ୍ଦ ପାଳନ

author img

By

Published : Jan 29, 2020, 10:48 AM IST

ଜିଲ୍ଲାରେ ଭୀମ ଆର୍ମୀ, ଏସସି ଏସଟି ଓ ଓବିସି ସେଲ ତଥା ବିଏସପି ଦଳ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଏନଆରସି, ଏନପିଆର ଓ ସିଏଏକୁ ପ୍ରତିବାଦ କରି ଏହି ବନ୍ଦ ପାଳନ କରାଯାଇଛି।

subarnapur bandh
ସିଏଏକୁ ବିରୋଧ, ସୁବର୍ଣ୍ଣପୁରରେ ବନ୍ଦ ପାଳନ

ସୁବର୍ଣ୍ଣପୁର: ଜିଲ୍ଲାରେ ଭୀମ ଆର୍ମୀ, ଏସସି ଏସଟି ଓ ଓବିସି ସେଲ ତଥା ବିଏସପି ଦଳ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଏନଆରସି,ଏନପିଆର ଓ ସିଏଏକୁ ପ୍ରତିବାଦ କରି ଏହି ବନ୍ଦ ପାଳନ କରାଯାଇଛି। ବନ୍ଦ ଯୋଗୁଁ ଦୋକାନ ବଜାର, ବ୍ୟାବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ସହିତ ଯାନବାହନ ଚଳାଚଳ ବନ୍ଦ ରହିଛି।

ସିଏଏକୁ ବିରୋଧ, ସୁବର୍ଣ୍ଣପୁରରେ ବନ୍ଦ ପାଳନ

ଆନ୍ଦୋଳନକାରୀ ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରିବା ସହିତ ସିଏଏ ଆଇନକୁ ଫେରାଇବା ପାଇଁ ସ୍ଲୋଗାନ ଦେଇଛନ୍ତି। ସେପଟେ ଅପ୍ରୀତିକର ପରିସ୍ଥିତିକୁ ଏଡେଇବା ପାଇଁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପୋଲିସ ମୁତୟନ କରାଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲାରେ ଭୀମ ଆର୍ମୀ , ଏସସି ଏସଟି ଓ ଓବିସି ସେଲ ତଥା ବିଏସପି ଦଳ ପକ୍ଷରୁ ବନ୍ଦ ପାଳନ କରାଯାଉଛି।ଏନଆରସି ,ଏନପିଆର ଓ କେନ୍ଦ୍ର ସରକାର ସଂସଦରେ ପାରିତ କରିଥିବା ସିଏଏ ଆଇନକୁ ପ୍ରତିବାଦ କରି ଏହି ବନ୍ଦ ପାଳନ କରାଯାଉଛି।ସହରରେ ଦୋକାନ ବଜ଼ାର ,ବ୍ୟାବସାୟିକ ପ୍ରତିଷ୍ଠାନ , ସ୍କୁଲ କଲେଜ ,ସରକାରୀ କାର୍ଯ୍ୟାଳୟ ସହିତ ଯାନବାହନ ଚଲାଚଳ ବି ବନ୍ଦ ରହିଛି।ଆନ୍ଦୋଳନକାରୀମାନେ ବିଭିନ୍ନ କାର୍ଯ୍ୟାଳୟ ଗୁଡିକ ଆଗରେ ପିକେଟିଂ କରିବା ସହିତ ସିଏଏ ଆଇନକୁ ଫେରେଇଵା ପାଇଁ ସ୍ଲୋଗାନ ବାଜି କରିଛନ୍ତି।ଅପ୍ରୀତିକର ପରିସ୍ଥିତିକୁ ଏଡେଇବା ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଛକ ଗୁଡ଼ିକରେ ପୋଲିସ ମୁତୟନ କରାଯାଇଛି।ବନ୍ଦ ଏଯାଏଁ ଶାନ୍ତିପୂର୍ଣ୍ଣ ରହିଛି।


Body:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।


Conclusion:Edited visual bytes with voice over.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.