ETV Bharat / state

ଭୁଶୁଡିଲା ନିର୍ମାଣଧୀନ ପୋଲ, ଜଣେ ମୃତ 6 ଗୁରୁତର

author img

By

Published : Jan 10, 2021, 6:39 PM IST

Updated : Jan 10, 2021, 7:46 PM IST

bridge collaps in talapadar of umorkote 1 death 6 injured
ଭୁଶୁଡିଲା ନିର୍ମାଣଧୀନ ପୋଲ, ଜଣେ ମୃତ 6 ଗୁରୁତର

18:34 January 10

ଭୁଶୁଡିଲା ନିର୍ମାଣାଧୀନ ବିଜୁ ସେତୁ,ଜଣେ ମୃତ 6 ଗୁରୁତର । ଉମରକୋଟ ଥାନା ଅନ୍ତର୍ଗତ ତାଲାପଦର ଗାଁରେ ଘଟିଛି । ଆହତ ମାନଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଭୁଶୁଡିଲା ନିର୍ମାଣଧୀନ ପୋଲ, ଜଣେ ମୃତ 6 ଗୁରୁତର

ନବରଙ୍ଗପୁର:  ଭୁଶୁଡିଲା ନିର୍ମାଣାଧୀନ ବିଜୁ ସେତୁ,ଜଣେ ମୃତ 6 ଗୁରୁତର । ଏଭଳି  ଅଭାବନୀୟ ଘଟଣା ଘଟିଛି  ନବରଙ୍ଗପୁର  ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ତାଲାପଦର ଗାଁରେ ।

ସୂଚନା ଅନୁଯାୟୀ  ଉମରକୋଟ ଥାନା ଅନ୍ତର୍ଗତ ତାଲାପଦର ଗାଁରେ ବିଜୁ ସେତୁ ନିର୍ମାଣକାର୍ଯ୍ୟ ଚାଲୁଥିବାବେଳେ ହଠାତ ଭୁଶୁଡିଛି ନିର୍ମାଣଧୀନ ପୋଲ। ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକ ମୃ୍ତ୍ୟୁବରଣ କରିଥିବାବେଳେ  6 ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜଣେ ଶ୍ରମିକ ଚାପି ହୋଇ ରହିଥିବା ଜଣାପଡିଛି। ଆହତ ମାନଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated :Jan 10, 2021, 7:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.