ETV Bharat / state

ବଜ୍ରଘାତରେ 17 ଗୋରୁ ଓ 8 ଛେଳି ମୃତ

author img

By

Published : Jun 29, 2019, 5:23 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ସମରାଚାଚରା,ଡେପଗୁଡା ଓ ଗୋଇଚଗରା ଗାଁରେ ବଜ୍ରାଘାତ । ଏଥିରେ ୧୭ଟି ଗୋରୁ ଏବଂ ୮ଟି ଛେଳିଙ୍କ ମୃତ୍ୟୁ ଘଟିଛି ।

ନବରଙ୍ଗପୁର: ପୁଣି ବଜ୍ରଘାତ ନେଲା ଜୀବନ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବକ୍ଲର ବିଭିନ୍ନ ଗାଁରେ ବଜ୍ରପାତ ହୋଇ 17ଟି ଗୋରୁ ସମେତ 8ଟି ଛେଳିଙ୍କ ମୃତ୍ୟୁ ଘଟିଛି ।

ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖି ଯୋଗୁଁ ବର୍ଷା ସହ ବିଜୁଳି ମାରିଥିଲା । ଫଳରେ ଗାଈଗୋଠରେ ଥିବା 17ଟି ଗାଈ ସହ 8ଟି ଛେଳି ପ୍ରାଣ ହରାଇଥିଲେ । ଅନ୍ୟପଟେ କ୍ଷତିପୂରଣ ପାଇଁ ସାଧାରଣରେ ଦାବି ହୋଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Body:

55


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.