ETV Bharat / state

ତାଲା ଭାଙ୍ଗି ସିରିଜ ଲୁଟ, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ

author img

By

Published : Oct 30, 2019, 11:46 AM IST

ସଟର ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ

ଖୋର୍ଦ୍ଧାରେ ଲୁଟେରାଙ୍କ ଆତଙ୍କ । 6ଟି ଦୋକାନରୁ ଲୁଟ ହୋଇଥିବା ବେଳେ ଅନ୍ୟ 5ଟି ଦୋକାନରେ ଲୁଟ ଉଦ୍ୟମ କରି ବିଫଳ ହୋଇଛନ୍ତି ଲୁଟେରା ।


ଖୋର୍ଦ୍ଧା: ଜିଲ୍ଲାର ମୁକୁନ୍ଦ ପ୍ରଶାଦ ଅଞ୍ଚଳର ବିଭିନ୍ନ ଦୋକାନ ଗୁଡିକରୁ ହୋଇଛି ଲୁଟ । ମୋଟ 6ଟି ଦୋକାନରୁ ଲୁଟ ହୋଇଥିବା ବେଳେ ଅନ୍ୟ 5ଟି ଦୋକାନରେ ଲୁଟ ଉଦ୍ୟମ କରି ବିଫଳ ହୋଇଛନ୍ତି ଲୁଟେରା ।

ସଟର ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ

ମଙ୍ଗଳବାର ବିଳମ୍ବିତ ରାତିରେ ଦୋକାନ ଗୁଡିକର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଦୁର୍ବୃତ୍ତ ଲୁଟିନେଇଥିବା ଶିଳ୍ପାଞ୍ଚଳ ଫାଣ୍ଡିରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଚୋରକୁ ଯଥାଶିଘ୍ର ଧରିବାପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ସଟର ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ

Body:ଖୋର୍ଦ୍ଧା ମୁକୁନ୍ଦପ୍ରଶାଦ ଅଂଚଳରୁ 6ଟି ଦୋକାନରୁ ଚୋରି ଅଭିଯୋଗ ।ଗତକାଲି ବିଳମ୍ବିତ ରାତିରେ ଦୋକାନ ଗୁଡିକର ତାଲା ଏବଂ ସଟର ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ କେହି ଦୁର୍ବୁର୍ତ ଲୁଟିନେଇଥିବା ଶିଳ୍ପାଞ୍ଚଳ ଫାଣ୍ଡିରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ଘଟଣାସ୍ଥଳରେ ପହଂଚି ପୋଲିସ ତଦନ୍ତ ଆରମ୍ଭ କରିଛି । ଚୋର କୁ ଧରିବାପାଇଁ ସ୍ଥାନୀୟ ଲୋକମାନେ ଦାବୀ କରିଛନ୍ତି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.