ETV Bharat / state

ଗଡଖୋର୍ଦ୍ଧା ଅଞ୍ଚଳରୁ 150 ଲିଟର ମଦ ଜବତ, ଜଣେ ଗିରଫ

author img

By

Published : Apr 18, 2020, 10:47 AM IST

Updated : Apr 18, 2020, 11:35 AM IST

ଗଡଖୋର୍ଦ୍ଧାରେ ଅବକାରୀ ବିଭାଗର ଚଢ଼ାଉ
ଗଡଖୋର୍ଦ୍ଧାରେ ଅବକାରୀ ବିଭାଗର ଚଢ଼ାଉ

09:03 April 18

ଗଡଖୋର୍ଦ୍ଧାରେ ଅବକାରୀ ବିଭାଗର ଚଢ଼ାଉ । 150ଲି ମଦ ସହ ଜଣେ ଗିରଫ ।

ଗଡଖୋର୍ଦ୍ଧାରେ ଅବକାରୀ ବିଭାଗର ଚଢ଼ାଉ
ଗଡଖୋର୍ଦ୍ଧାରେ ଅବକାରୀ ବିଭାଗର ଚଢ଼ାଉ

ଖୋର୍ଦ୍ଧା ଗଡ ଖୋର୍ଦ୍ଧା ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ । ଚଢାଉ କରି 150 ଲି.ଦେଶୀ ମଦ ସହ ମଦ ବୋଝେଇ ଡାଲା ଅଟୋକୁ ଜବତ କରାଯାଇଛି । ଏହା ସହ ମଦ ବ୍ୟବସାୟୀ ସତ୍ୟନାରାୟଣ ସେଠୀକୁ ଜଣେ ଗିରଫ କରିଛି ବିଭାଗ  ।

ଲକଡାଉନ ଯୋଗୁଁ ବିଦେଶୀ ମଦ ଦୋକାନ ବନ୍ଦ ଥିବାରୁ ଦେଶୀ ମଦ ବ୍ୟବସାୟୀ ସକ୍ରିୟ ହୋଇଥିବା ଜଣାପଡିଛି । ସେପଟେ ଏହାର ଖବର ପାଇ ଖୋର୍ଦ୍ଧା ଅବକାରୀ ବିଭାଗ ଗଡଖୋର୍ଦ୍ଧା ଅଞ୍ଚଳ ଚଢାଉ କରିଥିଲା ।  

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated :Apr 18, 2020, 11:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.